ପ୍ରିୟା ଚୌଧୁରି ଙ୍କର ରିଅଲ ଲାଇଫ …

ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଫେମସ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କୁ ନିଶ୍ଚୟ ଜାଣିଥିବେ।ଆଜି ଆମେ ଆପଣ ମାନଙ୍କୁ ପ୍ରିୟଙ୍କର ପର୍ଶନଲ ଲାଇଫ ବିଷୟରେ କହିବୁ ଯାହା କି ଖୁବ କମ ଲୋକ ଜାଣିଥିବେ।ଆପଣ ମାନେ ସମସ୍ତେ ପ୍ରିୟା ଙ୍କର ଅଭିନୟ ନିଶ୍ଚୟ ଦେଖିଥିବେ ସେ ଖୁବ ସୁନ୍ଦର ଅଭିନୟ କଅରନ୍ତି ଓ ସେ ତାଙ୍କ ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିପାରିଛନ୍ତି।

ଗୋଟିଏ ଦୁଃଖ ର ବିଷୟ ହେଲା କି ଆଜି କା ଏ ସମୟରେ ଏହି ଅଭିନେତ୍ରୀ ଙ୍କୁ ଆଉ ଦେଖିବାକୁ ମିଳୁନାହିଁ।ତେବେ ତାଙ୍କ ରିଅଲ ଲାଇଫ ବିଷୟରେ ଆସନ୍ତୁ ଜାଣିବା।ସେ ଏବେ କୋଉଠି ରହୁଛନ୍ତି ଏବଂ କଣ କରୁଛନ୍ତି।
ଆମେ ଆପଣ ଙ୍କୁ କହି ରଖୁଛୁ କି ପ୍ରିୟା ପ୍ରଫେସନ ରେ ଜଣେ ଅଭିନେତ୍ରୀ ଆହୁରି ସେ ମଧ୍ୟ ମଡେଲିଙ୍ଗ କରନ୍ତି।ଆଜି କା ସମୟରେ ପ୍ରିୟା ଙ୍କର ବୟସ 30 ଓ ସେ ଭୁବନେଶ୍ୱର ରେ ରୁହନ୍ତି।ପ୍ରିୟା ଓଲିଉଡ ଜଗତରେ 2008 ରେ ପାଦ ଦେଇଥିଲେ।ପ୍ରିୟା ନିଜର ପ୍ରଥମ ଫିଲ୍ମି ଡ୍ରିମ ଗାର୍ଲ ରୁ ଆରମ୍ଭ କରିଥିଲେ।ଏହି ଫିଲ୍ମି ରେ ପ୍ରିୟା ଙ୍କର ଖୁବ ଝଲକ ଦେଖିବାକୁ ମିଳିଥିଲା।

ପ୍ରିୟା ଙ୍କର ଦ୍ଵିତୀୟ ଫିଲ୍ମି ଟିର ନାମ ହେଲା ଅଭିମନ୍ୟୁ ଏହି ଫିଲ୍ମି ରେ ପ୍ରିୟା ଖୁବ ସୁନ୍ଦର ଅଭିନୟ କରିଛନ୍ତି।ଏହାସହ ଆହୁରି ବହୁତ ଗୁଡିଏ ଫିଲ୍ମି କରିଛନ୍ତି ସେଗୁଡିକ ହେଲା ରୁମକୁ ଝୁମାନା’, ‘ଗୁଡ଼ ବଏ’, ‘ଦୋସ୍ତି’, ‘ଚାନ୍ଦିନୀ ଆଇ ମିସ ୟୁ’, ‘ହିରୋ ଏମିତି ବହୁତ ଗୁଡିଏ ହିଟ ଫିଲ୍ମି କରିଛନ୍ତି ପ୍ରିୟା।

Leave a Reply

Your email address will not be published. Required fields are marked *