ପୁଣି କମିଲା ସୁନା ଆଉ ରୂପା ର ମୂଲ୍ୟ ଦେଖନ୍ତୁ କେତେ କମିଲା ..

ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ନେଇ ଆସିଛୁ।ସୁନା ପ୍ରେମୀ ଙ୍କ ପାଇଁ ଖୁସି ଖବର ।ପୁଣି କମିଲା ସୁନା ଓ ରୁପା ଦର ଆପଣ ମାନେ ଜାଣିଥିବେ ଲଗାତାର କିଛି ଦିନ ହେବ କମିବାରେ ଲାଗିଛି ସୁନା ଆଉ ରୁପା ର ମୂଲ୍ୟ ।ଉଭୟ 22 କେରେଟ୍ ଏବଂ 24 କେରେଟ୍ ସୁନା ର ଦର ।ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ବିବରଣୀ ତେବେ ଗତ କାଲି 4375 ଟଙ୍କା ରହି ଥିବା ବେଳେ ଆଜି 4340 ରହିଛି ମାନେ 35 ଟଙ୍କାର ଦର ଖସି ଥିବାର ଦେଖିବା ପାଇଁ ମିଳିଛି ।ତେବେ ଏବେ କିଛି ଦିନ ହେବ କମିବାରେ ଲାଗିଛି ସୁନାର ମୂଲ୍ୟ।

ତେବେ ସେହିପରି 10 ଗ୍ରାମ କୁ 43750 ଥିଲା ଏବେ ଅଛି 43400 ତେବେ 350 ଟଙ୍କା ଖସିଛି।ଆଜିର ସକାଳ ସୁଦ୍ଧା 24 କ୍ୟାରେଟ 10 ଗ୍ରାମ ପିଛା 400 ଟଙ୍କା କମିଯାଇଛି। ନୂଆ ଦର ରେ 24 କେରେଟ ସୁନା ର ଦର ଉପରେ 47209 ଟଙ୍କା ରହି ଥିବା ଦେଖିବା ପାଇଁ ମିଳିଛି ସେହି ପରି 22 କରେଟ୍ ର ଦର ରେ 46560 ଟଙ୍କା ଦେଖିବା ପାଇଁ ମିଳିଛି । ଆଗକୁ ମଧ୍ୟ ଆହୁରି କମିବାର ସମ୍ଭାବନା ରହିଛି।

ଦେଖିବାକୁ ଗଲେ ପୂର୍ଵ ମୂଲ୍ୟ ତୁଳନାରେ 300 ଟଙ୍କା କମ ରହିଛି। ଏହା 10 ଗ୍ରାମ୍ ପିଛା 58033 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60150 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 1 ହଜାର ଟଙ୍କା ହ୍ରାସ କରି 57020 ଟଙ୍କା ହ୍ରସ ପାଇଛି ।ତେବେ ଏହା ସୁନା ପ୍ରେମୀଙ୍କ ପାଇଁ ଏକ ବହୁତ ବଡ ଖୁସି ଖବର ।ଏମିତି ସବୁ ଖବର ର ଅପଡେତ ପାଇବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *