ଲୁଚି ଛପି ବିବାହ କଲେ ଅଶ୍ଵିନୀ ଆଉ ପ୍ରେରଣା ଭିଡିଓ ହେଲା ଭାଇରାଲ ….

ଆପଣ ମାନେ ସମସ୍ତେ ଓଲିଉଡ ର ଅଭିନେତା ଅଶ୍ୱିନୀ ଓ ଅଭିନେତ୍ରୀ ପ୍ରେରଣା ଙ୍କୁ ନିଶ୍ଚୟ ଜାଣିଥିବେ ଏହି ଦୁଇଜଣ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରି ପାରିଛନ୍ତି।ଏବେ ଏହି ଦୁଇଜଣଙ୍କ ଙ୍କୁ ନେଇ ଗୋଟିଏ ଖବର ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ଏହି ଫଟ ଗୁଡିକୁ ଦେଖିଲେ ଜଣା ପଡୁଛି କି ଏମାନେ ଦୁଇଜଣ ବିବାହ କରିଛନ୍ତି ବୋଲି।ତେବେ ଏହା କେତେଦୂର ସତ ଆସନ୍ତୁ ଜାଣିବା ଏହି ଲେଖା ମାଧ୍ୟମରେ ।

ଏହି ଦୁଇଜଣ ରିଅଲ ରେ ନୁହେଁ ଏମାନେ ଗୋଟିଏ ଆଲବମ ରେ ବିବାହ କରିଛନ୍ତି ଓ ଏହି ଫଟ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।ହେଲେ ଖୁବ ଶିଘ୍ର ଏମାନେ ରିଅଲ ଲାଇଫ ରେ ବିବାହ କରିବେ ଏ ଦୁଇଜଣ ପରସ୍ପରକୁ ଭଲ ପାଉଛନ୍ତି। ତେବେ ଅଭିନେତା ଅଶ୍ୱନୀ ଏବଂ ଅଭିନେତ୍ରୀ ପ୍ରେରଣା ବର୍ତମାନ ସମୟ ରେ ଆଲବମ୍ କରୁ ଥିବା ବେଳେ ସେହି ଥିରେ ସେମାନେ ଦୁହେଁ ଏକାଠୀ ନଜର ଆସୁଛନ୍ତି।ଏହି ଆଲବମ ଟି ଖୁବ ଶିଘ୍ର ମଧ୍ୟ ରିଲିଜ ହେବାକୁ ଯାଉଛି।

ତେବେ ଆପଣ ମାନଙ୍କୁ କହି ରଖୁଛୁ କି ଏହି ଆଲବମ ଟି ର ନାମ ରହିଛି ଫଗୁଣ ରେ ମୁଁ ଦେଇଛି ସିନ୍ଦୁର।ଏବଂ ଆପଣ ମାନେ ଖୁବ ଶୀଘ୍ର ଏହି ଆଲବମ ଟିକୁ ଦେଖିବାକୁ ପାଇବେ।ଏହି ଦୁଇଜଣ ଖୁବ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି।ଏହି ଆଲବମ ରେ ଦୁଇଜଣ ଯାକ ବହୁତ ଭଲ ଅଭିନୟ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *