ଲାଲ ରଙ୍ଗର ଶାଢୀ ପିନ୍ଧି ହଟ ଲୁକ ରେ ନଜର ଆସିଲେ ଶିଲ୍ପା ଶେଠୀ ଫଟ ଦେଖି ତାଙ୍କ ଫ୍ୟାନ ମାନେ ପୁରା ଫିଦା ହୋଇଗଲେ ….

ବଲିଉଡ ଜଗତରେ ଅଭିନୟ କରୁଥିବା ଅଭିନେତ୍ରୀ ଶିଳ୍ପା ସେଠି ଏବେ ପୁଣି ଥରେ ଚର୍ଚ୍ଚା ରେ ରହିଛନ୍ତି।ଆପଣ ମାନେ ସମସ୍ତେ ଜାଣିଥିବେ ଶିଳ୍ପା ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି।ଶିଳ୍ପା ତାଙ୍କର ଷ୍ଟାଇଲ କୁ ନେଇ ସବୁବେଳେ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି।ଶିଳ୍ପା ସବୁବେଳେ ସୋସିଆଲ ମିଡ଼ିଆ ସହ ଜଡିତ ରୁହନ୍ତି ଓ ସବୁବେଳେ ସୋସିଆଲ ମିଡ଼ିଆ ରେ ଫଟ ଅପଲୋଡ଼ କରିଥାନ୍ତି।ତେବେ ସେ କଣ ପାଇଁ ଏବେ ଚର୍ଚ୍ଚା ରେ ଅଛନ୍ତି ଆସନ୍ତୁ ଜାଣିବା।

ଶିଳ୍ପା ଏବେ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଅପଲୋଡ଼ କରିଥିଲେ ଏହି ଭିଡ଼ିଓ ଟି ଏବେ ନିଆଁ ଭଳି ଭାଇରଲ ହେଉଛି।ଏହି ଭିଡ଼ିଓ ଟିରେ ଶିଳ୍ପା ଏକ ଲାଲ ରଙ୍ଗର ଶାଢୀ ପିନ୍ଧି କ୍ୟାମେରା ଆଗରୁ ବିଭିନ୍ନ ଷ୍ଟାଇଲ ରେ ଫଟ ଉଠଉଥିବାର ଦେଖାଯାଉଛି।ଆପଣ ମାନେ ଜାଣିଥିବେ ତାଙ୍କ ଷ୍ଟାଇଲ ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି।

ସେ ଯେମିତି ଷ୍ଟାଇଲ ରେ ଡ୍ରେସ ପିନ୍ଧିଛନ୍ତ ତାଙ୍କୁ ଆହୁରି ସୁନ୍ଦର ଲାଗୁଛି।ଆହୁରି ମଧ୍ୟ ଓଢଣୀ କୁ ହଲାଇ ଭିଡ଼ିଓ କରିଛନ୍ତି ଓ ସେ ଅଲଗା ଅଲଗା ଷ୍ଟାଇଲ ରେ ଫଟ ଉଠଉଥିବାର ଦେଖିବାକୁ ମିଳିଛି

ସେ ଏହି ଫଟ ରେ ଅଣ୍ଟା ହଲେଇ ବହୁତ ଭଲ ଢଙ୍ଗରେ ଫଟ ଉଠାଇଛନ୍ତି।ଆପଣ ମାନେ ଜାଣିଥିବେ ସେ କିଛି ଦିନ ହେବ ଚଳଚ୍ଚିତ୍ର କୁ ଆସିନାହାନ୍ତି ଏହାର କାରଣ ହେଉଛି କି ସେ ଏବେ କିଛି ଦିନ ପୂର୍ବରୁ ମା ହୋଇଛନ୍ତି। ଏବେ ସେ ଆଉ କିଛି ଦିନ ଭିତରେ ହଙ୍ଗାମା ୨ରେ ଅଭିନୟ କରି ସେଥିରେ ସେ ତାଙ୍କର କିଛି ଝଲକ ଦେଖାଇଛନ୍ତି।ଶିଳ୍ପା ଏହି ଫଟ ରେ ପୁରା ଦର୍ଶକ ଙ୍କ ହୃଦୟ ରେ ନିଆଁ ଲାଗେଇଛନ୍ତି।

Leave a Reply

Your email address will not be published. Required fields are marked *