ଅଜବ ଘଟଣା ସ୍ତ୍ରୀ କୁ ଛାଡି ଆମେରିକା ଚାଲିଗଲେ ସ୍ଵାମୀ ସମ୍ପୂର୍ଣ ଘଟଣା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ….

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଭାରତୀୟ ସଂସ୍କୃତିରେ ବିବାହ ବନ୍ଧନ କୁ ଏକ ପବିତ୍ର ବନ୍ଧନ ରୂପେ ମଣାଯାଏ।ଓ ସ୍ୱାମୀ ଆଉ ସ୍ତ୍ରୀ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ କାରଣ ସ୍ୱାମୀ ଆଉ ସ୍ତ୍ରୀ ଙ୍କର ଯୋଡି କୁ ସ୍ୱଂ ବ୍ରହ୍ମା ପୂର୍ବରୁ କରିଛନ୍ତି।ତେଣୁ ଏହି ଦୁଇ ଜଣ ଙ୍କୁ ପୃଥିବୀ ରେ ମିଳନ କରନ୍ତି।ଏହି ଯୋଡି ସବୁଠାରୁ ପବିତ୍ର ଏହି ଯୋଡି କୁ କିଏ ଚେଷ୍ଟା କଲେ ମଧ୍ୟ ଭାଙ୍ଗି ପାରନ୍ତି ନାହିଁ।

ବିବାହ କୁ ନେଇ ଅନେକ ପରମ୍ପରା ରହିଥାଏ ।ତେବେ ଆପଣ ମାନେ ଦେଖିଥିବେ ବେଳେ ବେଳେ ଏହି ସମ୍ପର୍କ କୁ ନେଇ ବହୁତ ତିକ୍ତତା ଦେଖା ଯାଇଥାଏ ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ଘଟଣା ବିଷୟରେ କହିବୁ ଯାହା ଜାଣିଲେ ଆପଣ ମାନଙ୍କ ଭରସା ଉଠିଯିବା ବିବାହ କରିବା ପାଇଁ।

ଏହି ଘଟଣା ଟି ଘଟିଛି ଦେଙ୍କାନାଳ ଅଞ୍ଚଳ ର ଗୁଡ଼ିଆନାଳି ରେ ସେହି ଅଞ୍ଚଳ ର ଯାହାଙ୍କ ନାମ ସୁବ୍ରତ କୁମାର ନାଥ ଯିଏ କି ଆମେରିକା ର ଗୋଟିଏ ବଡ କମ୍ପାନୀ ରେ କାମ କରନ୍ତି ଓ ପ୍ରଚୁର ଟଙ୍କା କମାଉଛନ୍ତି।ଏହି ସୁବ୍ରତ ଙ୍କର ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ସରୋଜିନୀ ବେହେରା।ତାଙ୍କ ଅଭିଯୋଗ ଅନୁସାରେ ସୁବ୍ରତ ତାଙ୍କୁ 2019 ମସିହା ମେ ମାସ 12 ରେ ବିବାହ କରିଥିଲେ।

ସରୋଜିନୀ ଙ୍କର ଘର ହେଉଛି କଟକ ର ନିଆଳି ଅଞ୍ଚଳରେ।
ବିବାହ ର ଦୁଇ ମାସ ପରେ ଆମେରିକା କୁ ସରୋଜିନୀ କୁ ନେଇ ଯିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କର ଆଉ ଦେଖା ନାହିଁ କି କଥାବାର୍ତ୍ତା ନାହିଁ ତେବେ ଏବେ ନିରୁପାୟ ସରୋଜିନୀ ସ୍ବାମୀ ଙ୍କ ର ଏହିଭଳି କାଣ୍ଡ ର କୌଣସି ପ୍ରକାର ସୁଚନା ନଥିଲା ସରୋଜିନୀ ଙ୍କୁ। କିଛି ଉପାୟ ନପାଇ ଥାନା ରେ ଅଭିଯୋଗ କରିଛନ୍ତି ସରୋଜିନୀ।

Leave a Reply

Your email address will not be published. Required fields are marked *