ଦେଖନ୍ତୁ ହାସ୍ୟ ଅଭିନେତା ପପୁ ପମ ପମ ଙ୍କର ସମ୍ପୂର୍ଣ ପରିବାର ତାଙ୍କ ସ୍ତ୍ରୀ ଏତେ ସୁନ୍ଦର ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ….

ଆପଣ ମାନେ ସମସ୍ତେ ଜାଣିଥିବେ ଓଲିଉଡ ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ ପମ ଙ୍କୁ ସେ ତାଙ୍କର ସୁନ୍ଦର କମେଡି ପାଇଁ ଆଜି ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଆପଣ ମାନେ କଣ ଜାଣିଛନ୍ତି କି ପପୁ ଙ୍କର ବାରିବାର ବିଷୟରେ ତାଙ୍କ ବାପା ମା ଆଉ ତାଙ୍କ ପିଲାଙ୍କୁ ଆସନ୍ତୁ ଜାଣିବା।ଆମେ ଆଜି ତାଙ୍କ ପରିବାର ବିଷୟରେ ସମ୍ପୂର୍ଣ୍ଣ ଭାବରେ କହିବୁ । ତେବେ ଡେରି ନ କରି ଆସନ୍ତୁ ଜାଣିବା।

ସେମିତି ରେ କହିବାକୁ ଗଲେ ପପୁ ଖାଲି ଜଣେ ଅଭିନେତା ନୁହନ୍ତି ସେ ମଧ୍ୟ ଜଣେ ନିର୍ଦେଶକ ଆହୁରି ସେ ଜଣେ ସିଙ୍ଗର ମଧ୍ୟ ।ଆପଣ ମାନଙ୍କୁ ଏଠି କହି ରଖୁଛୁ କି ପପୁ ମୟୁରଭଞ୍ଜ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ।ପପୁ ଙ୍କର ବାପା ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ ଥିଲେ।ଶିକ୍ଷକ ଥିଲେ ମଧ୍ୟ ସେ ଜଣେ କଳାକାର ମଧ୍ୟ ଥିଲେ।

ପପୁ ଛୋଟ ବେଳୁ କମେଡି କରିବାର କଳା ରଖିଥିଲେ।ଓ ତାଙ୍କ କମେଡିଦ୍ୱାରା ସେ ସମସ୍ତଙ୍କୁ ହସାଇ ଦେଉଥିଲେ।ପପୁ ଭଲ ପାଠ ମଧ୍ୟ ପଢୁଥିଲେ ।ପପୁ ପମ ପମ 2005 ମସିହା ରେ ଓଲିଉଡ ଫିଲ୍ମି ଜଗତରେ ପାଦ ଦେଇଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ତୁ ମୋ ଆଖିର ତାରା ଏବଂ ଏହି ଫିଲ୍ମ ରେ ସିଦ୍ଧାନ୍ତ ଲିଡ୍ ରେ ରହି ଥିଲେ ମଧ୍ୟ ପପୁ ପମ ପମ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରି ଥିଲେ ସେ ବର୍ତମାନ ମାନ ସୁଧା 18 ଟି ଫିଲ୍ମ ରେ କାମ କରି ସାରିଛନ୍ତି ।

ଏବଂ ଆମେ ତ ଟୋକା ସଣ୍ଢ ମାର୍କା ଆଦି, ତାଙ୍କର ପରିବାର କହିଲେ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି ଏବଂ ତାଙ୍କର ପତ୍ନୀ ଙ୍କ ସହିତ ପୁପୁ ବହୁତ ଖୁସୀ ରେ ରହିଛନ୍ତି ତାଙ୍କ ସମ୍ପତି ବିଷୟରେ କହିବାକୁ ଗଲେ ତାଙ୍କର ମୟୁର ଭଞ୍ଜ ରେ ଗୋଟିଏ ବଡ ଅଲିସନ ଘର ରହିଛି।ତାଙ୍କ ଇନକମ୍ ବି ରହିଛି ଯେମିତି କି ବ୍ରାଣ୍ଡ ପ୍ରମସୋନ କରି ଥାନ୍ତି ,।

Leave a Reply

Your email address will not be published. Required fields are marked *