ଦେଖନ୍ତୁ ବାହୁବଳି ରେ ଅଭିନୟ କରିଥିବା ଦେବସେନା ଙ୍କ ସାସୁ ଙ୍କୁ ଦେଖିଲେ ବିଶ୍ଵାସ କରି ପାରିବେ ନାହିଁ …

ଆପଣ ମାନେ ସମସ୍ତେ ସୁପର ହିଟ ଫିଲ୍ମି ବହୁବଳୀ ଦେଖିଥିବେ।ଏହି ଫିଲ୍ମି ରେ ସବୁ ଚରିତ୍ର ଖୁବ ସୁନ୍ଦର ଅଭିନୟ କରିଛନ୍ତି ।ଏହି ବହୁବଳୀ ଫିଲ୍ମି ଟି ବହୁତ ଲୋକପ୍ରିୟତା ହାସଲ କରିଛି।ଆପଣ ମାନେ ସମସ୍ତେ ଏହି ଫିଲ୍ମି ର ଗୋଟିଏ ମୁଖ୍ୟ ଚରିତ୍ର ଦେବସେନା ଆପଣ ମାନେ ଜାଣିଥିବେ ଏହି ଦେବସେନା ଭୂମିକା ରେ ଅଭିନୟ କରିଛନ୍ତି ଲୋକ ପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ।ଅନୁଷ୍କା ଙ୍କର ସବୁ ଫିଲ୍ମି ଗୁଡିକ ବହୁତ ହିଟ ମଧ୍ୟ ହେଉଛି।

ଅନୁଷ୍କା ଖୁବ ସୁନ୍ଦର ଅଭିନୟ କରନ୍ତି ସେଥିପାଇଁ ତାଙ୍କୁ ଫିଲ୍ମି ନିର୍ମାତା ପ୍ରଥମ ପସନ୍ଦ କରିଥାନ୍ତି।ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଅନୁଷ୍କା ଙ୍କର ଶାଶୁ ଙ୍କର ବିଷୟରେ ।ତେବେ ଆମେ ଯାହା ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା ଖୁବ କମ ଲୋକ ଜାଣିଥିବେ

ଫେମସ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ 1981 ମସିହା ନଭେମ୍ବର ମାସ 7 ତାରିଖରେ ଜନ୍ମ ଗ୍ରହଣ କରିଥିଲେ।ସେ ପ୍ରଥମେ ଗୋଟିଏ ଘରୋଇ ସ୍କୁଲ ରେ ପାଠ ପଢିଥିଲେ ଓ ପରେ ମାଉଣ୍ଟ କର୍ମେଲ କଲେଜ ରେ ନିଜର ଗ୍ରାଜୁଏସନ ପୁରା କରିଥିଲେ।ଅନୁଷ୍କା ତାଙ୍କର ପ୍ରଥମ ଫିଲ୍ମି 2005 ରେ କରିଥିଲେ।

ଆସନ୍ତୁ ଜାଣିବା ତାଙ୍କ ଶାଶୁ ଙ୍କର ବିଷୟରେ ଆପଣଙ୍କୁ କହି ଦେଉଛୁ କି ସେ ବଲିଉଡ ର ଜଣାଶୁଣା ଆକ୍ଟର ଓ ବାହୁବଳି ର ହୀରୋ ପ୍ରଭାସ ଙ୍କ ସହିତ ରିଲେସନ ରେ ଅଛନ୍ତି ।ସେ ତାଙ୍କୁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।ଏହି ଦୃଷ୍ଟି ରୁ ପ୍ରବାସ ଙ୍କ ମା ସିବା କୁମାରୀ ତାଙ୍କର ଶାଶୁ ଅଟନ୍ତି।

Leave a Reply

Your email address will not be published. Required fields are marked *