କଲେଜ ଖୋଲିବା ପରେ ପ୍ରଥମ କରି କଲେଜ ଗଲେ ଭୂମିକା

ଆପଣ ମାନେ ସମସ୍ତେ ଜାଣିଥିବେ କୋରନା ମହାମାରୀ ପାଇଁ ସବୁ ସ୍କୁଲ କଲେଜ ବହୁତ ଦିନ ହେବ ବନ୍ଦ ଥିଲା।ତେବେ ବର୍ତ୍ତମାନ କଲେଜ ସ୍କୁଲ ଗୁଡିକ ଖୋଲିଛି।ଏହି କଲେଜ ଖୋଲିବା ପରେ କଲେଜ ଯାଇଛନ୍ତି ଓଲିଉଡ ର କୁଇନ ଭୂମିକା।ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଭୂମିକା କୋଉ କଲେଜ ରେ ପଢୁଛନ୍ତି ଓ କଣ ପଢୁଛନ୍ତି ଓ କେମିତି କଲେଜ ଜାଆନ୍ତି।ତେବେ ଡେରି ନ କରି ଆସନ୍ତୁ ଜାଣିବା।

ତେବେ ଓଲିଉଡ କୁଇନ ଭୂମିକା ଙ୍କୁ ଦେଖିବା ପାଇଁ ଭିଡ ଲାଗିଛି କଲେଜ ରେ।ବହୁତ ଦିନ ପରେ କଲେଜ ଖୋଲିଛି ଓ କଲେଜ ଭୂମିକା ଙ୍କ ଫ୍ୟାନ ମାନଙ୍କ ଭିଡ ଲାଗିଛି ତାଙ୍କୁ ଦେଖିବାକୁ। ସୁଟିଂ ହେଉଛି ତାଙ୍କର ନୂଆ ଚଳଚିତ୍ର ଯେଉଁଥିରେ କି ଆର୍ଜୁନ ଙ୍କ ଅପଜିଟ୍ ଭୂମିକା ରେ ଭୂମିକା ଙ୍କୁ ଆପଣ ମାନେ ଡ଼ଏଖିବାକୁ ପାଇବେ।ଏହି ଫିଲ୍ମି ଟି ଖୁବ ଶୀଘ୍ର ରିଲିଜ ହେବାକୁ ମଧ୍ୟ ଯାଉଛି ଯେଉଁଥିରେ ଭୂମିକା ଙ୍କର ସୁନ୍ଦର ଅଭିନୟ ଆପଣ ମାନେ ଦେଖିବାକୁ ପାଇବେ।

ତେବେ ଏହି ଫିଲ୍ମି ର ସୁଟିଂ ସେଟ ରେ ଭୁମିକା ଙ୍କୁ କଲେଜ ଯିବାକୁ ପଡିଛି ।ଏହି କଲେଜ ଯିବାର ଫଟ ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।ସେ କଲେଜ ରେ ଅର୍ଜୁନ ଙ୍କ ସହ ବହୁତ ମସ୍ତି କରୁଥିବା ଦେଖିବାକୁ ମିଳିଛି।ଏହି ଫଟ ଗୁଡିକ ଖୁବ ଭାଇରଲ ହେଉଛି ଏବେ।ତେବେ ଭୂମିକା ଙ୍କର ଫ୍ୟାନ ମାନେ ବହୁତ ଉତ୍ସାହିତ ଅଛନ୍ତି ଫିଲ୍ମି ଟିକୁ ଦେଖିବାକୁ ।ତେବେ ଦେଖାଯାଉ ଫିଲ୍ମି ଟି କେବେ ରିଲିଜ ହେଉଛି।

Leave a Reply

Your email address will not be published. Required fields are marked *