ବିବାହ ପରେ ପ୍ରଥମ ଥର ଫଟ ସେୟାର କଲେ କୁଆଁରୀ ବୋହୁ ସିରିଏଲ ଅଭିନୟ କରୁଥିବା କବିତା ଅପା ….

ଆପଣ ମାନେ ସମସ୍ତେ ଓଡ଼ିଆ ସିରିଏଲ ଜଗତରେ ଅଭିନୟ କରୁଥିବା ସମସ୍ତ ହିରୋଇନ ମାନଙ୍କୁ ଜାଣିଥିବେ।ଏହି ଅଭିନେତ୍ରୀ ମାନେ ସବୁବେଳେ ନିଜ ର ପର୍ଶନଲ ଲାଇଫ କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ଆମେ ଆଜି ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କୁଆଁରୀ ବୋହୁ ସିରିଏଲ ରେ ଅଭିନୟ କରୁଥିବା କବିତା ଅପା।

ତେବେ ତାଙ୍କର ଖୁବ ସୁନ୍ଦର ଅଭିନୟ ପାଇଁ ଆଜି ସାରା ଓଡ଼ିଶାରେ ପରିଚିତ ହୋଇ ପାରିଛନ୍ତି। କବିତା ଅପା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛନ୍ତି ତେବେ ଆସନ୍ତୁ ଜାଣିବା କଣ ପାଇଁ ସେ ଚର୍ଚ୍ଚା ରେ ଅଛନ୍ତି।

ବନ୍ଧୁଗଣ କବିତା ଅପା ଏବେ କିଛି ଦିନ ହେବ ବିବାହ କରିଛନ୍ତି।କବିତା ଙ୍କର ସ୍ୱାମୀ ଜଣେ ବଡ ବିଜିନେସ ମ୍ୟାନ ।ବିବାହ ପରେ କବିତା ଅପା ଏବେ ତାଙ୍କ ଶାଶୁ ଘର କଟକ ରେ ରହୁଛନ୍ତି।ଏବେ କିଛି ଦିନ ହେବ କବିତା ଅପା ଙ୍କର ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେଉଛି ତେବେ ଆସନ୍ତୁ ଜାଣିବା ଏହି ଭିଡ଼ିଓ ଟି କଣ।

କବିତା ଅପା ବିବାହ ପରେ ପ୍ରଥମ ଥର ତାଙ୍କ ସ୍ୱାମୀ ଙ୍କ ସହ ଜିମ ରେ ଦେଖା ଯାଇଛନ୍ତି।ତେବେ ଏହି ଫଟ କୁ ତାଙ୍କ ଫ୍ୟାନ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *