କଲେଜ ଯିବା ବାହାନା କରି ଏହି ଦୁଇ ପ୍ରେମୀ ଯୁଗଳ ଜଙ୍ଗଲରେ କରୁଥିଲେ ରାସ ଲୀଳା କିଛି ଲୋକାଲ ଟୋକା ଆସି ପହଞ୍ଚି ଗଲେ ଘଟିଲା ଏମିତି କିଛି ..

ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତମାନ ଏହି ଆଧୁନିକ ଯୁଗରେ ପିଲା ମାନେ ବହୁତ ସ୍ମାର୍ଟ ଓ ଚାଲାଖ ହୋଇଗଲେଣି ଏମାନେ ଆଜି କାଲୀ ବାପା ମା ଙ୍କୁ ଠକିବା ପାଇଁ ପଛଉନାହାନ୍ତି |ଆପଣ ମାନେ ଜାଣିଥିବେ ପିଲା ମାନେ କଲେଜ ଯିବା ପୂର୍ବରୁ ସ୍ମାର୍ଟ ଫୋନ ନିହାତି ଧରୁଛନ୍ତି |ପ୍ରତ୍ୟକ ଦିନ ଏମତି କିଛି ଫଟ ଫୋନ ରୁ ଫୋନ ଭାଇରାଲ ହେବାରେ ଲାଗିଛି ଯାହା କି ଆମ ସମାଜ ର ମୁଣ୍ଡ ତଳକୁ କରି ଦେଉଛି |

ଏମିତି କିଛି ନିରୀହ ଝିଅ ମାନଙ୍କର ଫଟ ଭାଇରାଲ ହେବା ଫଳରେ ସେମାନେ ଆତ୍ମହତ୍ୟା କରିବାକୁ ପଛଉନାହାନ୍ତି |ଆହୁରି ମଧ୍ୟ କଲେଜ ଯିବା ବାହାନାରେ ଜଙ୍ଗଲ ଭିତରେ ଯାଇ ରାସ ଲୀଳା କରୁଛନ୍ତି।ଏମିତି ଗୋଟିଏ ଖବର ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଟି।

ଆଜି କା ଯୁବ ସମାଜ ପ୍ରେମ କୁ କଳଙ୍କିତ କରିସାରିଲେଣି।ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ସରିଲେଣି ।ଆଜିର ଏଇ ଯୁବ ସମାଜ ପ୍ରେମ କୁ ନେଇ ଶାରୀରିକ କେନ୍ଦ୍ର ବିନ୍ଦୁ କରି ସାରିଲେଣି।ପ୍ରାୟ ସବୁ ବେଳେ ଏମିତି କିଛି ଘଟଣା ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

ଆଜି ଆମେ ଆପଣ ମାନଙ୍କୁ ଏମିତି ଗୋଟିଏ ଭାଇରଲ ଖବର ବିଷୟରେ କହିବୁ ଯାହା କି ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ହେବେ।ଏଥିରେ ଦେଖିବାକୁ ମିଳିଛି ଏକ ଜଙ୍ଗଲ ମଧ୍ୟରେ ଅଳ୍ପ ବୟସର ପ୍ରେମିକ ଜଣଙ୍କ ତାଙ୍କ ପ୍ରେମିକା ଙ୍କ ସହିତ ରୋମାନ୍ସ କରୁଛନ୍ତି।ଉଭୟ ଦୁଇଜଣ ଯାକ ଉଲଗ୍ନ ହୋଇ ଏକ ନିଛାଟିଆ ଜଙ୍ଗଲ ଭିତରେ ଖରାପ କାମ କରୁଛନ୍ତି।ସେ ଦୁଇଜଣ କଲେଜ ବାହାନାରେ ଘରୁ ଆସି ଏମିତି ଖରାପ କାମ କରୁଛନ୍ତି।
ତେବେ ଏହି ଘଟଣା ଟି କେଉଁଠାରେ ଘଟିଛି ତାହା ଏବେ ମଧ୍ୟ ଜଣା ପଡ଼ିନାହିଁ।କିନ୍ତୁ ଏହି ଘଟଣା ଯୁବ ସମାଜ ଉପରେ ବହୁତ ଖରାପ ପ୍ରଭାବ ପକେଇବ।କିଛି ଅସାଧୁ ବ୍ୟକ୍ତି ଆସି ସେଇ ଦୁଇ ପ୍ରେମି ଯୁଗଳ ଙ୍କୁ ଯାହା କରିଲେ ତାହା ଉଚିତ ନୁହେଁ।କେତେଜଣ ଅସାଧୁ ବ୍ୟକ୍ତି ଆସି ଯୁବତୀଙ୍କ ସହ ଖରାପ ବ୍ୟବହାର କରିଲେ।ଓ ତାଙ୍କର ଖରାପ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ କରିଦେଲେ।

Leave a Reply

Your email address will not be published. Required fields are marked *