ଜଣେ ପୋଲିସ ଅଧିକାରୀ ତାଙ୍କର ନାମ ଗୋପନ ରଖି ଏକ ସୂଚନା ଦେଇଛନ୍ତି କି ଝରାଫୁଲ ଅତ୍ୟଧିକ ଭାଇଗ୍ରା ସହ ସେ-କ୍ସ କରିଥିବାରୁ ପ୍ରାଣ ହରାଇଛନ୍ତି।ଏହି ଭାଇଗ୍ରା ମେଡ଼ିସିନ ର ରିଆକ୍ସନ ଝରାଫୁଲ ଙ୍କର ମୃ-ତ୍ୟୁ ର କାରଣ ବୋଲି କହିଛନ୍ତି ଅଧିକାରୀ ଜଣଙ୍କ।ଏନେଇ ଖୁବ ଶୀଘ୍ର ପଷ୍ଟିକରଣ ଦେବ ଯାଜପୁର ପୋଲିସ|
ଏହି ଝରାଫୁଲ କେସ ର ତଦନ୍ତ କରୁଥିବା କୁଆଖିଆ ପୋଲିସ ଅଭିଯୁକ୍ତ ରାକେଶ ର ସ୍କୁଟର କୁ ଜବତ କରିଛି ହେଲେ ଝରାଫୁଲଙ୍କର ମୋବାଇଲ ଏ ଯାଏ ପାଇଁ ନାହିଁ କୁଆଖିଆ ପୋଲିସ।ଆହୁରି ମଧ୍ୟ ରାକେଶ ର ବନ୍ଧୁ ସକ୍ତି ଶେଖର ର ପତା ମଧ୍ୟ ପାଉନି ପୋଲିସ।
ଅଭିଯୁକ୍ତ ରାକେଶ ସତ କହୁଛି କି ମିଛ କହୁଛି ସେ ନେଇ କିଛି ପ୍ରତିକ୍ରିୟା ରଖିନାହିଁ ଯାଜପୁର ପୋଲିସ।ଏହି କେସ ରେ ମୁଖ୍ୟ ଅଭିଯୁକ୍ତ ରାକେଶ ତାର ଦୋଷ ସ୍ୱୀକାର କରିଛି କି ନାହିଁ ସେ ନେଇ ମଧ୍ୟ ପୋଲିସ ପକ୍ଷରୁ କିଛି କୁହାଯାଇନି।ତେବେ ଝରାଫୁଲଙ୍କ ମୋବାଇଲ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛି ଯାଜପୁର ପୋଲିସ।
ଝରାଫୁଲ ଙ୍କର ମୃତ ଦେହ କୁ ଫିଙ୍ଗିବାରେ ସାହାଯ୍ୟ କରିଥିବା ମୁଖ୍ୟ ଅଭିଯୁକ୍ତ ରାକେଶ ର ବନ୍ଧୁ ସକ୍ତି ଶେଖର ର ପତା ପାଉନି ପୋଲିସ।ଏଠି ପ୍ରଶ୍ନ ଉଠୁଛି କି ଏହି ମାମଲାରେ ଆଉ କାହାର ସମୃକ୍ତି ରହିଛି କି?ଏମିତି ବହୁତ ପ୍ରଶ୍ନ ଉଠୁଛି ଲୋକ ଲୋଚନ ରେ ଦେଖାଯାଉ କେବେ ସମ୍ପୂର୍ଣ୍ଣ ପ୍ରମାଣ ମିଳୁଛି ଆଉ ପ୍ରକୃତ ଦୋଷୀ ଦଣ୍ଡ ପାଇପାରୁଛି।