ଚୀନ୍ ପାଇଁ ଶକ୍ତ ଧକ୍କା, ଅଷ୍ଟ୍ରେଲିଆ ଭାରତ ସପକ୍ଷରେ ବାହାରି ଦେଲା ଏଭଳି ମନ୍ତବ୍ୟ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ…

India and Australia

ଅଷ୍ଟ୍ରେଲିଆର ହାଇ କମିଶନର କହିଛନ୍ତି ଯେ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଏକପାଖିଆ ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି ବୋଲି ମଧ୍ୟ କହିଛନ୍ତି । ଏହା ଏହି ପ୍ରସଙ୍ଗରେ ହୋଇଥିବା ସହମତି ଏବଂ ବୁଝାବଣା ଅନୁଯାୟୀ କୌଣସି କାର୍ଯ୍ୟ କରୁ ନାହିଁ ଚୀନ୍, ବିବେକାନନ୍ଦ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନରେ ଦେଇଥିବା ଅଭିଭାଷଣରେ ସେ କହିଛନ୍ତି ଯେ ଭାରତ ଏବଂ ଅଷ୍ଟ୍ରେଲିଆ ସମସ୍ତ ନିୟମ ପାଳନ କରୁଥିବା ବେଳେ କାହିଁକି ପାଳନ କରୁନାହିଁ, ଏନେଇ ଚାଇନା ବିରୁଦ୍ଧରେ ବିବୃତ୍ତିକର ମନ୍ତବ୍ୟ ଦେଇଛନ୍ତି ।

ଅଷ୍ଟ୍ରେଲିଆର ହାଇ କମିଶନର କହିଛନ୍ତି ଯେ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଏକପାଖିଆ ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ଏହା ଏହି ପ୍ରସଙ୍ଗରେ ହୋଇଥିବା ସହମତି ଏବଂ ବୁଝାବଣା ଅନୁଯାୟୀ କରୁ ନାହିଁ ଚୀନ୍, ବିବେକାନନ୍ଦ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନରେ ଦେଇଥିବା ଅଭିଭାଷଣରେ ସେ କହିଛନ୍ତି ଯେ ଭାରତ ଏବଂ ଅଷ୍ଟ୍ରେଲିଆ ସମସ୍ତ ନିୟମ ପାଳନ କରୁଥିବା ବେଳେ କାହିଁକି ପାଳନ କରୁନାହିଁ, ଏନେଇ ଚାଇନା ବିରୁଦ୍ଧରେ ବିବୃତ୍ତିକର ମନ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି ଯେ ଚୀନ୍ ଭଲ ବିକାଶ କରିଛି ସତ କିନ୍ତୁ ଶକ୍ତି ସାମର୍ଥ୍ୟ ସହିତ ନିୟମ ବ୍ୟବସ୍ଥା କୁ ମଧ୍ୟ ମାନିବା ଉଚିତ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଯୁଗରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପାଇଁ କରାଯାଇଥିବା ନିୟମ ଏବଂ ବ୍ୟବସ୍ଥାକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବୈରୀ ଓ’ଫରେଲ କହିଛନ୍ତି ଯେ ଦୁର୍ଭାଗ୍ୟବଶତ ଆମକୁ ଚିନ୍ତା କରିବାର ଆବଶ୍ୟକ ନାହିଁ କିନ୍ତୁ ଏହା ସତ ଯେ ଯେତିକି ଆମେ ଏହି ନିୟମ ଏବଂ କାନୁନ ବ୍ୟବସ୍ଥାକୁ କୁ ଅନୁସରଣ କରୁଛୁ ସେତିକି ଚାଇନା ଅନୁସରଣ କରୁନାହିଁ ।

Leave a Reply

Your email address will not be published. Required fields are marked *