ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ଏହି ଭିଡିଓକୁ ପ୍ରାୟ 9.5 ଲକ୍ଷରୁ ଅଧିକ ଦେଖିଛନ୍ତି…

Sunny Leone cleaning the house

କରୋନାଭାଇରସ୍ କାରଣରୁ ସମଗ୍ର ବିଶ୍ୱରେ କ୍ରିକେଟ୍ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି ଏବଂ ଏଭଳି ପରିସ୍ଥିତିରେ ସମସ୍ତେ ସୋସିଆଲ ମିଡିଆରେ ମଧ୍ୟ ଅଧିକ ସମୟ ବିତାଉଛନ୍ତି,ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଙ୍କ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି ।

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ମଙ୍ଗଳବାର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ଭିନ୍ନ ଶୈଳୀରେ ନଜର ଆସିଛନ୍ତି। ଏହି ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି | ସନ୍ନି ଇନଷ୍ଟାଗ୍ରାମରେ ଏକ ଟିକଟୋକ ଭିଡିଓ ସେୟାର କରିଛନ୍ତି, ଯେଉଁଠାରେ ସେ କଳା ରଙ୍ଗର ପୋଷାକ ପିନ୍ଧି ନାଚୁଥିବାର ନଜର ଆସିଛନ୍ତି।

https://www.instagram.com/p/B_zTtI_jHnE/?utm_source=ig_web_copy_link

ସେ ଭିଡିଓର କ୍ୟାପସନ୍ ଦେଇଛନ୍ତି, “ହମ୍ .. ଯଦି ମୁଁ ପୋଛା ଲଗେଇବାରେ ବାଧ୍ୟ ତ ଠିକ ଅଛି …” ଏହି ଭିଡିଓରେ ସନ୍ନିଙ୍କ ନୂଆ ଅବତାର ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ବର୍ତ୍ତମାନ ସନ୍ନିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମରେ 9.5 ଲକ୍ଷରୁ ଅଧିକ ଦେଖାଯାଇଛି ।

Leave a Reply