ବାପା ଇର୍‌ଫାନ୍ ଖାଁ ଙ୍କ ସ୍ମୃତିରେ ପୁଅ ବବିଲ ଭିନ୍ନ ଏକ ଭିଡିଓ ସେୟାର କରିଛନ୍ତି,ଦେଖନ୍ତୁ ବବିଲ ଙ୍କ ଏହି ଭିଡିଓ…

irfan khan's son

ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁ ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା,29 ଏପ୍ରିଲରେ ଇରଫାନ୍ 54 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

https://www.instagram.com/p/B_zDWziACKK/?utm_source=ig_web_copy_link

ଆଜିକାଲି ଇର୍‌ଫାନ୍ ଖାଁ ଙ୍କ ପୁଅ ବାବିଲ ସୋସିଆଲ ମିଡିଆରେ ସ୍ୱର୍ଗତ ଅଭିନେତାଙ୍କ ଅନେକ ଭିଡିଓ ପୋଷ୍ଟ କରୁଛନ୍ତି। ମଙ୍ଗଳବାର ଦିନ ବାବିଲ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଭିଡିଓରେ, ଅଭିନେତା ବରଫ ଥଣ୍ଡା ପାଣିରେ ଗାଧୋଉଥିବାର ନଜର ଆସିଛନ୍ତି।

29 ଏପ୍ରିଲରେ, ହିନ୍ଦୀ ସିନେମା ଅଭିନେତା ଇରଫାନ ଖାନଙ୍କୁ ହରାଇଲା ଏବଂ କିଛି ଦିନ ପୂର୍ବରୁ ହିଁ ଇର୍‌ଫାନ୍ ଖାଁ ତାଙ୍କ ମା ଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଏବଂ ଏପ୍ରିଲ 30କୁ ଇରଫାନଙ୍କ ମୃତ୍ୟୁର 1 ଦିନ ପରେ ଋଷି କପୁର ଙ୍କ ମୃତ୍ୟୁ ହୋଇଥିଲା।

Leave a Reply