ଲକଡାଉନରେ ସମୟରେ ବଲିଉଡର ଅନ୍ୟ ସେଲିବ୍ରିଟିଙ୍କ ପରି କରୀନା କପୁର ଖାନ୍ ମଧ୍ୟ ନିଜ ଘରେ ସମୟ ବିତାଉଛନ୍ତି। କରୀନା ଏହି ଲକଡାଉନର ଅଧିକାଂଶ ମୁହୂର୍ତ୍ତ ଇନଷ୍ଟାଗ୍ରାମରେ ସେୟାର୍ କରନ୍ତି,ଏହି ଭିଡିଓ ଗୁଡିକ ରେକର୍ଡ କରିବା ପରେ ବେଗଗ୍ରାଉଣ୍ଡ ମ୍ୟୁଜ଼ୀକ ଦେଇ ପ୍ରଶଂସକଙ୍କ ଦ୍ୱାରା ସେୟାର ମଧ୍ୟ କରାଯାଉଛି ।
ଏହି ଭିଡିଓଗୁଡିକ ସୋସିଆଲ ମିଡିଆରେ ଯଥେଷ୍ଟ ଭାଇରାଲ ହେବାରେ ଲାଗିଛି,କରୀନା ଏହି ପୋଷାକ ପିନ୍ଧି ତାଙ୍କ ଘରେ ପୋଜ୍ କରୁଛନ୍ତି ଏବଂ ଏହି ଭିଡିଓ ଫ୍ୟାନ୍ ପୃଷ୍ଠାରେ ବହୁତ ସେୟାର କରାଯାଉଛି ।
କରୀନା ଏହି ପୋଷାକ ପିନ୍ଧି ତାଙ୍କ ଘରେ ପୋଜ୍ କରୁଛନ୍ତି ଏବଂ ଏହି ଭିଡିଓ ଫ୍ୟାନ୍ ପୃଷ୍ଠାରେ ବହୁତ ସେୟାର କରାଯାଉଛି | କରୀନା ଚଳିତ ବର୍ଷ ଇନଷ୍ଟାଗ୍ରାମରେ ଅଫିସିଆଲ ଡେବ୍ୟୁ କରିଛନ୍ତି। ତାଙ୍କୁ ଖୁବ ଶୀଘ୍ର ଲାଲ ସିଂ ଛଢହା ଫିଲ୍ମରେ ଆମୀର ଖାନଙ୍କ ସହ ଦେଖିବାକୁ ମିଳିବ। ଲକଡାଉନ୍ ହେତୁ ଫିଲ୍ମର ସୁଟିଂ ଅଧାରେ ବନ୍ଦ କରିବାକୁ ପଡି ଥିଲା।