ରାସ୍ତା ମଝିରେ ନେଉଳ ଏବଂ କୋବ୍ରା ମଧ୍ୟରେ ଖଣ୍ଡ ଯୁଦ୍ଧ, କ୍ଲିକ କରି ଦେଖନ୍ତୁ ଏହି ଗୋଟେ ମିନଟ ଭିଡିଓରେ କାହାର ବିଜୟ …

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି, ଜଙ୍ଗଲରେ ପଶୁମାନଙ୍କ ମଧ୍ୟରେ ଫାଇଟ ପ୍ରାୟତଃ କେହି ଦେଖି ନଥାନ୍ତି କିନ୍ତୁ ରାସ୍ତା ମଝିରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଭିଡିଓରେ କୋବ୍ରା ଏବଂ ନେଉଳ ମଧ୍ୟରେ ଫାଇଟ ଦେଖିବାକୁ ମିଳିଥିଲା ।

ଉଭୟ ପରସ୍ପର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ଶେଷରେ ଏହି ଯୁଦ୍ଧରେ କିଏ ଜିତିଲା ଦେଖନ୍ତୁ…ହି ଭିଡିଓରେ କୋବ୍ରା ଏବଂ ନେଉଳ ମଧ୍ୟରେ ଫାଇଟ ସମୟରେ ଆଗରେ ଏକ ବସ୍ ଛିଡା ହୋଇଛି। କୋବ୍ରା ଦେଖି ନେଉଳ ଉପରେ ଆକ୍ରମଣ କରିବା ଆରମ୍ଭ କରୀ ଥିଲା, କିନ୍ତୁ ଦୁହେଁ ମଧ୍ୟ ପଛକୁ ଫେରି ଯିବାକୁ ଚେଷ୍ଟା ବି କରନ୍ତି ନାହିଁ ।

ପରିଶେଷରେ, ନେଉଳ କୋବ୍ରାର ପାଟି ଧରି କ୍ଷତ ବିକ୍ଷେତ କରିଦେଲା ସେଠାରୁ ପଳାୟନ କରିବା ଫଳରେ ୧ ମିନିଟର ଏହି ଭିଡିଓକୁ ଭାରତୀୟ ବନ ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟରରେ ସେୟାର କରିଛନ୍ତି। କ୍ୟାପସନରେ ମଧ୍ୟ ଲେଖି କହିଛନ୍ତି, ସାପକୁ ମାରିବାକୁ ଚେଷ୍ଟା କରିବା ସହଜ କଥା ନୁହେଁ।

Leave a Reply