କରୀନା କପୁର ଆମୀର ଖାନଙ୍କ ଏଭଳି ଏକ ଆକର୍ଷଣୀୟ ଫୋଟ ସେୟାର କରି ଜାଣନ୍ତୁ କଣ କହିଲେ ଉଭୟେ କରିନା ଓ ଅଜୟ..

ବଲିଉଡ ଅଭନେତା ଆମୀର ଖାନଙ୍କ ବର୍ତମାନ ୫୫ ବର୍ଷ ରେ ପଦାର୍ପଣ କରିଛନ୍ତି ଏହି ପରିପେକ୍ଷୀରେ ଅଭିନେତ୍ରୀ କରୀନା କପୁର ଖାନ ଏକ ଆକର୍ଷଣୀୟ ଫୋଟ ଇନ୍ଷ୍ଟଗ୍ରାମ ରେ ପୋଷ୍ଟ କରି ତାଙ୍କ ଜନ୍ମ ଦିନରେ ବିଶେଷ ଶୁଭ କାମନା କରିଛନ୍ତି । ତାଙ୍କର ଆଗାମୀ ଚଳଚ୍ଚିତ୍ର ଲାଲ ସିଂ ଚଢ଼ା ସୁଟିଂରେ ବ୍ୟସ୍ତ ଥିବାବେଳେ ଏଭଳି ଏକ ଫୋଟ ସେୟାର କରିଛନ୍ତି ଫିଲ୍ମ ର କୋ ଷ୍ଟାର କରୀନା କପୁର ଖାନ,

ଆମୀରଙ୍କୁ ବିମାନବନ୍ଦରରେ ତକିଆ ବିନା ଏଭଳି ଦୃଶ୍ୟ ବହୁତ କମ ହିଁ ଦେଖିଥିବା ଯାହା ବର୍ତ୍ତମାନ କରୀନା ବିମାନରେ ତକିଆକୁ ଆଲିଙ୍ଗନ କରିବା ସମୟରେ ଅଭିନେତାଙ୍କର ଶୋଇଥିବାର ଏଭଳି ଏକ ଫୋଟ ସେୟାର କରିଛନ୍ତି ।

ସେ ଛବି ଶେୟାର କରି କହିଛନ୍ତି, “ମୋର ଫ୍ୟାଭ କୋ-ଷ୍ଟାର @ _ ଆମିରଖାନଙ୍କ … ତକିଆ , କରୀନାଙ୍କ ବ୍ୟତୀତ ଅଜୟ ଦେବଗନ୍ ମଧ୍ୟ ସୋସିଆଲ ମିଡିଆରେ ଡଙ୍ଗଲ ଅଭିନେତାଙ୍କୁ କାମନା କରିଥିଲେ। ଆମିର ଏବଂ କରୀନା ଏହି ଫିଲ୍ମ ଲାଲ ସିଂ ଚଢ଼ା ଏହି ବର୍ଷ ଖ୍ରିଶ ମାସ ରେ ରିଳିଜ଼ ହେବ !

Leave a Reply