ନିଜ ସଂଘର୍ଷମୟ ଜୀବନ ର ପୁରୁଣା ଘର ଓ ବର୍ତମାନ ନିଜର ବଙ୍ଗଳା ର ଫଟୋ ସେୟାର କଲେ ନେହା,କ୍ଲିକ କରି ଦେଖନ୍ତୁ ଫଟୋ…

ବର୍ତମାନ ସମୟରେ ବଲିଉଡ ର ଜଣାଶୁଣା ମହିଳା ଗାୟିକା ନେହା କକ୍କର ଙ୍କୁ ସମସ୍ତେ ଭଲ ଭାବରେ ଜାଣିଥିବେ କିନ୍ତୁ ଏଭଳି ଏକ ସମୟ ଥିଲା ଯେତେବେଳେ ସେ ବଲିଉଡ ରେ ସୁଯୋଗ ନପାଇଥିବା ପୂର୍ବରୁ ସେ ଏକ ସାଧାରଣ ପରିବାରରେ ଆସି ଏକ ରୁମ ଥିବା ବିଶିଷ୍ଟ ଘରେ ରହୁଥିଲେ ସେହି ପୁରୁଣା ଘର ର ଫଟୋ କୁ ଟୁଇଟର ଏକାଉଣ୍ଟ ରେ ସେୟାର କରିଛନ୍ତି ଯାହା ବର୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ବଲିଉଡ୍‌ର ଗାୟିକା ନେହା କକ୍କର ୧୨ ବର୍ଷ ତଳେ ଥିବା ତାଙ୍କ ଅବସ୍ଥାର ଏକ ଫଟୋ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ସେତେବେଳେ ସେ ଋଷିକେଶରେ ଗୋଟିଏ ରୁମ୍‌ ଥିବା ବିଶିଷ୍ଟ ଏକ ଘରେ ରହୁଥିଲେ । ଏହିଘରେ ନେହାଙ୍କ ମା ଏକ ଟେବୁଲ ରଖି ତା ଉପରେ ରୋଷେଇ କରୁଥିଲେ ବୋଲି ସୂଚନାଯୋଗ୍ୟ ।

ନିଜ ସଂଘର୍ଷମୟ ଜୀବନ ନେଇ ନେହା ଭାବୁକ ହୋଇ ସମୟ ସହିତ ବଦଳୁଥିବା ପରିସ୍ଥିତି କୁ ଭାବୁକ ହୋଇ ଏଭଳି ଲେଖିଛନ୍ତି, ଏବଂ ଏହି ଲେଙ୍କା ସହ ସେହି ୧୨ ବର୍ଷ ପୁରୁଣା ଘର ଓ ବର୍ତମାନ ନିଜର ବଙ୍ଗଳା ର ଫଟୋକୁ ସେୟାର ମଧ୍ୟ କରିଛନ୍ତି ।

Leave a Reply