ଏହି କାରଣ ପାଇଁ ଅଟୋରେ ଗଲେ ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ, ସୋସିଆଲ ମିଡିଆରେ ଭାଇରଲ ହେଉଛି ଫଟୋ !

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଥିବାର ଜଣାପଡିଛି,କାରଣ ସେ ଭାଣିଜୀଙ୍କ ମେହନ୍ଦୀ ସେରିମନୀରେ ରବିନା ଝିଅ ସହ ଅଟୋରେ ଯାଉଥିବା ସେ ନିଜର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ ଯାହା ନିକଟରେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଅଟୋ ଚାଳକ ଡ୍ରାଇଭିଂ କରୁଥିବା ବେଳେ ରବିନା ଅଟୋରେ ଥିବାର ୨ଟି ଭିଡିଓ ମଧ୍ୟ ଶେୟାର କରିଛନ୍ତି,ଅନ୍ୟଟିରେ ସେ ଚାଳକଙ୍କ ସହ କଥା ହେଉଥିବା ନଜରକୁ ଆସିଛି । ଭିଡିଓକୁ ଶେୟାର କରିବା ସହ ସେ କ୍ୟାପଶନ୍‌ରେ ଏହା ମଧ୍ୟ ଲେଖିଥିଲେ ଯେ.. ,

ଭାଣିଜୀର ମେହେନ୍ଦୀ ସେରିମନୀରେ ଯିବା ପାଇଁ କାର୍‌କୁ ଅପେକ୍ଷା କରିଥିଲେ। ହେଲେ କାର୍‌ ଆସିବାର ବିଳମ୍ବ ହୋଇଥିଲା ଫଳରେ ରବିନା ଓ ତାଙ୍କ ଝିଅ ରାଶା ଅଟୋରେ ଯାଇଥିଲେ। ଅଟୋରେ ଏହି ଯାତ୍ରା ତାଙ୍କୁ ବେଶ୍‌ ଆନନ୍ଦିତ କରିଥିଲା ବୋଲି କହିଛନ୍ତି ରବିନା ।

Leave a Reply