ଟେଷ୍ଟ ଚାମ୍ପିୟାନସିପ ରେ ନମ୍ବର ୧ବ୍ୟାଟ୍ସମେନ ହେଲେ ବାବର ଆଜମ, ଦେଖନ୍ତୁ ଟପ ୮ ଜଣ ଙ୍କ ରେକର୍ଡ ଲିଷ୍ଟ

ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ICC ଟେଷ୍ଟ ଚାମ୍ପିୟାନସିପ ରେ ବାବର ଆଜମ ଟପ କୁ ଆସିଗଲେ । ବାବର ଆଜମ ଏହି ବର୍ଷ ICC ଟେଷ୍ଟ ଚାମ୍ପିୟାନସିପ ର 4ଟି ମ୍ୟାଚ ରେ 472 ରନ କରିଛନ୍ତି ।

ବାବର ଆଜମ ଚମ୍ପିୟାନ ଟ୍ରଫି ରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମେନ ଙ୍କ ଲିଷ୍ଟ ରେ ଅଷ୍ଟମ ନମ୍ବର ରେ ଅଛନ୍ତି କିନ୍ତୁ ସେ ସବୁଠୁ ଅଧିକ Average ରେ ରନ କରିଥିବା ବ୍ୟାଟ୍ସମେନ ଙ୍କ ଲିଷ୍ଟ ରେ ପ୍ରଥମ ସ୍ଥାନ ରେ ଅଛନ୍ତି ।

ବାବର ଆଜମ 7ଟି ପାଳି ରେ 3ଟି ଶତକ ସାହାଯ୍ୟ ରେ 472 ରନ କରିଛନ୍ତି । ଏହି ସମୟ ରେ ତାଙ୍କର Average 94.40 ଅଛି । ତାଙ୍କ ପରେ ଏହି କ୍ଷେତ୍ର ରେ ଦ୍ୱିତୀୟ ସ୍ଥାନ ରେ ଅଛନ୍ତି ରୋହିତ ଶର୍ମା , ତାଙ୍କର Average 92.66 ଅଛି ।

Leave a Reply

Your email address will not be published. Required fields are marked *