ଭାରତ ର ଅଧିନାୟକ ବିରାଟ କୋହଲି ପୁଣି ଥରେ ଦେଖେଇଦେଲେ କି ରନ ଚେଞ୍ଜ ରେ ତାଙ୍କୁ କାହିଁକି ମାଷ୍ଟର ବୋଲି କୁହାଯାଉଛି । ୱେଷ୍ଟଇଣ୍ଡିଜ ବିରୁଦ୍ଧ ରେ ପ୍ରଥମ 2ଟି ODI ମ୍ୟାଚ ରେ ଅସଫଳ ରହିବା ପରେ କଟକ ରେ ଖେଳାଯାଇଥିବା ସିରିଜ ର ନିର୍ଣ୍ଣାୟକ ମ୍ୟାଚ ରେ କୋହଲି ଙ୍କ ବ୍ୟାଟ ଚାଲିଲା, ସେ ଗ୍ରାଉଣ୍ଡ ର ଚାରିଆଡେ ଚୌକା ମାରିଛନ୍ତି ।
ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ରେ ଅଧିନାୟକ କୋହଲି 81ଟି ବଲ ରେ 9ଟି ଚୌକା ସାହାଯ୍ୟ ରେ 85 ରନ ର ମ୍ୟାଚ ଜିତାଉ ପାଳି ଖେଳିଥିଲେ । କୋହଲି ଙ୍କ ଏହି ୟାଦଗାର ପାଳି କାରଣ ରୁ ଭାରତ ୱେଷ୍ଟଇଣ୍ଡିଜ କୁ 4 ଵିକେଟ ରେ ପରାସ୍ତ କରିଛି । ଏହି ବିଜୟ ସହ ଟିମ ଇଣ୍ଡିଆ ସିରିଜ କୁ 2-1 ରେ ନିଜ ନାମ ରେ କଲା । ନିଜ 85 ରନ ର ପାଳି ରେ ରନ ମେସିନ କୋହଲି 8ଟି ବିଶ୍ୱ କୀର୍ତ୍ତିମାନ ସ୍ଥାପନ କଲେ ।
85 ରନ ର ପାଳି ରେ କୋହଲି କଲେ 8ଟି ବିଶ୍ୱ କୀର୍ତ୍ତିମାନ :-
ୱେଷ୍ଟଇଣ୍ଡିଜ ବିରୁଦ୍ଧ ରେ ODI କ୍ରିକେଟ ରେ କୋହଲି 2200 ରୁ ଅଧିକ ରନ କରିଥିବା ଏକମାତ୍ର ବ୍ୟାଟ୍ସମେନ ହୋଇଗଲେ । କୋହଲି ଙ୍କ ପରେ ଦ୍ୱିତୀୟ ସ୍ଥାନ ରେ ପାକିସ୍ତାନ ର ଜାବେଦ ମିଆଁଦାଦ (1930 ରନ) ଅଛନ୍ତି ।
2019ରେ ସବୁଠୁ ଅଧିକ ରନ ODI କ୍ରିକେଟ ରେ ବନେଇଥିବା ବ୍ୟାଟ୍ସମେନ କୋହଲି ୱେଷ୍ଟଇଣ୍ଡିଜ ର ଶାଇ ହୋପ (1345 ରନ) ଙ୍କୁ ପଛରେ ଛାଡି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଟପ ରେ ଭାରତ ର ହିଁ ରୋହିତ ଶର୍ମା (1490 ରନ) ଅଛନ୍ତି ।
ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ଅଧିକ ଥର 75 ଅଥବା ତା’ଠାରୁ ଅଧିକ ରନ ଗୋଟେ ପାଳି ରେ ବନେଇଥିବା କ୍ଷେତ୍ର ରେ କୋହଲି (112 ଥର) ଅଷ୍ଟ୍ରେଲିଆ ର ରିକୀ ପ ଙ୍କୁ ପଛରେ ଛାଡିଦେଲେ ।
168 ଥର – Sachin Tendulkar
113 ଥର – Virat Kohli *
112 ଥର – Ricky Ponting
111 ଥର – Jacques Kallis
2019ରେ କୋହଲି ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମେନ ହୋଇଗଲେ । କୋହଲି ରୋହିତ ଶର୍ମା (2442 ରନ) ଙ୍କ ରେକର୍ଡ କୁ ପଛରେ ଛାଡି ଏହି ଉପଲବ୍ଧି ହାସଲ କଲେ । କୋହଲି ଲିଷ୍ଟ-ଏ କ୍ରିକେଟ ରେ ପାଖାପାଖି 58 ର Batting average ରେ 13,000 ରନ ପୁରା କରିଦେଲେ । କୋହଲି ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ 2019ର 21ତମ 50+ ସ୍କୋର କଲେ । ଭାରତ ପାଇଁ ଗୋଟେ କ୍ୟାଲେଣ୍ଡର ବର୍ଷ ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ସବୁଠୁ ଅଧିକ 50+ ସ୍କୋର କରିଥିବା ବ୍ୟାଟ୍ସମେନ ।
23 ଥର – Saurabh Ganguly
22 ଥର – Sachin Tendulkar
21 ଥର – Virat Kohli
ୱେଷ୍ଟଇଣ୍ଡିଜ ଟିମ ବିରୁଦ୍ଧ ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମେନ ଙ୍କ ମଧ୍ୟରେ କୋହଲି ନମ୍ବର 3 କୁ ଆସିଲେ । ଲିଷ୍ଟ ରେ ଟପ ରେ ସାଉଥ ଆଫ୍ରିକା ର Jack Kallis (2442 ରନ) ଅଛନ୍ତି । କୋହଲି ଅଷ୍ଟ୍ରେଲିଆ ର Mark Waugh (2442 ରନ) ଙ୍କୁ ପଛରେ ଛାଡିଦେଲେ ।
4120 ରନ – Jack Kallis
3598 ରନ – Alan Border
3473 ରନ – Virat Kohli *
3566 ରନ – Mark Waugh
ୱେଷ୍ଟଇଣ୍ଡିଜ ବିରୁଦ୍ଧ ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ 32ତମ ଥର ପାଳିରେ 50 ଅଥବା ତା’ଠାରୁ ଅଧିକ ସ୍କୋର କୋହଲି ବନେଇ ଅଷ୍ଟ୍ରେଲିଆ ର Mark Waugh ଙ୍କୁ ପଛରେ ଛାଡିଦେଲେ ।