ILP ସହିତ ଦେଶ ଓ ବିଦେଶର ବିଭିନ୍ନ t 20 ଲିଗ ରେ ଖେଳାଳି ମାନେ ବହୁତ ଭଲ ରେକର୍ଡ କରିଛନ୍ତି ଯାହାକୁ ଭାଙ୍ଗିବା ବହୁତ କଷ୍ଟ । ଏମିତିକି ୨୦୧୩ ମସିହାରେ ରୟାଲ ଚାଲେଞ୍ଜ ବାଙ୍ଗଲୋର ତରଫରୁ ଖେଳି ମାତ୍ର ୩୦ ବଲ ରେ ସତକ ହାସଲ କରି ଏହି ରେକର୍ଡ କୁ ନିଜ ନାମରେ କରିଛନ୍ତି କରିଥିଲେ ।

ଟି୨୦ କଥା ଆସିଲେ ଭାରତ ର ରୋହିତ ଶର୍ମା ଓ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ,ଏବି ଡ଼ିଭିଲର୍ସ ଙ୍କ ଭଳି ଭୟଙ୍କର ଖେଳାଳିଙ୍କୁ ମଧ୍ୟ ମନେ ପଡେ । କିନ୍ତୁ ଭାରତର ଋଷଭ ପନ୍ତ ୨୦୧୮ ରେ ମୁସ୍ତାକ ଅଲ୍ଲୀ ଟି ୨୦ ଟ୍ରଫି ରେ ୩୨ଟି ବଲ ରେ ୧୦୦ କରି ଭାରତର ଏକମାତ୍ର ବେଟ୍ସମ୍ୟାନ ଭାବରେ ଏହି କୀର୍ତ୍ତିମାନ କୁ ନିଜ ନାମରେ କରିଥିଲେ ।

ଦିଲ୍ଲୀ ଓ ହିମାଞ୍ଚଳ ମଧ୍ୟରେ ମୁସ୍ତାକ ଅଲ୍ଲୀ ଟି ୨୦ ଦିଲ୍ଲୀ କୁ ୨୦ ଓଭର ରେ ୧୪୫ ଦରକାର ଥିଲା ଜିତିବାପାଇଁ । ଏହାର ପିଛା କରୁଥିବା ଓପେନର ଖେଳାଳି ଗୌତମ ଗମ୍ଭୀର ଓ ଋଷଭ ପନ୍ତ ୧୧.୪ ଓଭର ରେ ୧୪୮ ରନ କରି ୧୦ ଵିକେଟରେ ମ୍ୟାଚ୍କୁ ଜିତିନେଇଥିଲେ । ଋଷଭ ପନ୍ତ ୩୮ ବଲରେ ୧୧୬ ରନ ୧୨ ଟି ଛକ୍କା ସହ ୮ଟି ଚୌକା ମାରି ଥିଲେ , ଓ ଗଂଭୀର ୩୩ ବଲ ରେ ୩୦ ରନ କରିଥିଲେ ।