ଆପଣ ଜାଣିଥିବେ IPL ର ସଫଳତା ଟିମ ମୁମ୍ବାଇ ଇଣ୍ଡିଆନ୍ସ ର ର ସମସ୍ତ ଅଧିନାୟକଙ୍କ ଲିଷ୍ଟ ଓ ରେକର୍ଡ ବିଷୟରେ ଜାଣିବା । ଯାହା ଆପଣ ମାନଙ୍କୁ ହୁଏତ ଜଣା ନ ଥିବ । ୨୦୦୮ ରୁ ୨୦୧୯ ପର୍ଯ୍ୟନ୍ତ କିଏ କିଏ ମୁମ୍ବାଇ ଇଣ୍ଡିଆନ୍ସ ର ଅଧିନାୟକ ରହିଥିଲେ। ଆଉ ମୁମ୍ବାଇ ଇଣ୍ଡିଆନ୍ସ କଣ କଣ ରେକର୍ଡକୁ ନିଜ ନାଁ ରେ କରିଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ ଆଜି ପର୍ଯ୍ୟନ୍ତ ୪ ଥର IPL ର ଫାଇନାଲ ରେ ପ୍ରବେଶ କରି ନିଜ ନାଁ ରେ ଏହି ରେକର୍ଡ କରିଥିଲେ, (୨୦୧୩ ,୨୦୧୫ ,୨୦୧୭ ,୨୦୧୯ )। ମୁମ୍ବାଇ ଇଣ୍ଡିଆନ୍ସ IPL ଷ୍ଟାର୍ଟ କରିଥିଲା ସେ ସମୟ ରେ ଯେଉଁ ସମୟରେ ସଚିନ ତେନ୍ଦୁଲକର ଅଧିନାୟକ ପଦ ସମ୍ଭାଳି ଥିଲେ । ସେ ୨୦୧୧ ପର୍ଯ୍ୟନ୍ତ ଅଧିନାୟକ ଥିଲେ । ୨୦୧୨ ରେ ହରଭଜନ ସିଂ ଅଧିନାୟକ ଥିଲେ ।

ଏବଂ ତାପରେ ୨୦୧୩ ମସିହାରେ ରୋହିତ ଶର୍ମା ଅଧିନାୟକ ପଦ ସମ୍ଭାଳି ଥିଲେ, ସେ ୨୦୧୫ , ୨୦୧୭, ୨୦୧୯ IPL ର କପ ଜିତି ରୋହିତ ଶର୍ମା IPL ର ସବୁଠାରୁ ସଫଳତମ ଅଧିନାୟକ ଅଟନ୍ତି। ଏହି ବର୍ଷ ଆଇପିଏଲ ରେ ମଧ୍ୟ ସେ ଅଧିନାୟକ ପଦ ସମ୍ଭାଳିବେ ଏବଂ ନିଜର ବିଜୟ ଧାରା କୁ ବଜାୟ ରଖିବେ ବୋଲି ଆଶା କରାଯାଉଛି ।