ଆପଣ ଜାଣିଛନ୍ତି କି କେଉଁ ବ୍ୟାଟ୍ସମ୍ୟାନ ODI ଇତିହାସ ରେ ପଞ୍ଚମ ଦ୍ବି-ଶତକ ମାରି ପୁରା ୫୦ ଓଭର ପର୍ଯ୍ୟନ୍ତ ଖେଳିଛନ୍ତି

ୱେଷ୍ଟଇଣ୍ଡିଜ ର ଓପନିଂ ବ୍ୟାଟ୍ସମେନ କ୍ରିସ ଗେଲ ବିଶ୍ୱ କପ ର ଇତିହାସ ରେ ନିଜର ଦ୍ବି-ଶତକ ପୁଲ B ମ୍ୟାଚ ରେ ଜିମ୍ବାଵେ ବିରୁଦ୍ଧ ରେ ମାରି କାନବେରା ରେ ଜିତିଥିଲେ । ଏହି 35 ବର୍ଷୀୟ ବାମହାତୀ ବ୍ୟାଟ୍ସମେନ 46 ଓଭର ରେ ଟେଣ୍ଡାଇ ଚତରା ଙ୍କୁ ଚୌକ ମାରି 138 ବଲ ରେ 200 ରନ କରିଥିଲେ ।

ୱେଷ୍ଟଇଣ୍ଡିଜ ର ଓପନିଂ ବ୍ୟାଟ୍ସମେନ କ୍ରିସ ଗେଲ Gary kirsten ଦ୍ୱାରା 1996ରେ ସଂୟୁକ୍ତ ଅରବ ଅମୀରାତଙ୍କ ବିରୁଦ୍ଧ ରେ ଅପରାଜିତ 188 ରନ ର ରେକର୍ଡ କୁ ଭାଙ୍ଗି ଥିଲେ । ସେ ନିଜ ଟିମ ପାଳି ର ଶେଷ ବଲ ରେ 215 ( 147 ବଲ ରେ ) ରନ କରି ଆଉଟ ହୋଇଗଲେ । ସେ ମୋଟ 10ଟି ଚୌକା ଓ 16ଟି ଛକ୍କା ମାରିଥିଲେ ।

ଏହା ପୂର୍ବରୁ ରୋହିତ ଶର୍ମା (2ଟି), ସଚିନ ତେନ୍ଦୁଲକର (1ଟି) ଓ ବୀରେନ୍ଦ୍ର ସେହବାଗ (1ଟି) ମାରିଥିଲେ । ଏହା ଇଣ୍ଟରନେଶନଲ ODI ଇତିହାସ ର ପଞ୍ଚମ ଦ୍ବି-ଶତକ ଥିଲା ।

Leave a Reply