- ମେଷ ରାଶି, କନ୍ୟା ରାଶି ଓ ତୁଳା ରାଶି :-

1 ଡିସେମ୍ବର ରୁ ରାଜଯୋଗ ଆରମ୍ଭ ହେବାକୁ ଯାଉଛି । ଯାହାଫଳରେ ଆପଣଙ୍କ ଜୀବନରେ ଆପଣଙ୍କୁ ନୂଆ ଖୁସିଖବର ମିଳିବାର ସମ୍ଭାବନା ଅଛି, ଏହି ରାଶି ଥିବା ଲୋକଙ୍କର ଆଗାମୀ ସମୟ ଅତି ଉତ୍ତମ ରହିବ, ଶନି ମହାରାଜ ଙ୍କ କୃପାରୁ ଆପଣ ଆପଣଙ୍କ କାମରେ ଲଗାତାର ସଫଳତା ହେବେ, ଚିନ୍ତାରୁ ମୁକ୍ତି ମିଳିପାରେ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ, ବୈବାହିକ ଜୀବନରେ ଚାଲୁଥିବା ସମସ୍ୟା ଦୂର ହୋଇପାରେ, ବିଦେଶ ଯାତ୍ରାରେ ଯିବାର ଯୋଗ ଅଛି, କୌଣସି ସମ୍ପର୍କୀୟ ଙ୍କ ସହାୟତାରେ ଆପଣଙ୍କୁ ଭଲ ଲାଭ ମିଳିପାରେ, କାର୍ଯ୍ୟସ୍ଥଳରେ ମାନ-ସମ୍ମାନ ପ୍ରାପ୍ତି ହୋଇପାରେ, ହଠାତ ଆପଣଙ୍କୁ କୌଣସି ନୂଆ ଯୋଜନାରେ କାମ କରିବାକୁ ପଡିପାରେ, ସମାଜ ରେ ଆପଣଙ୍କର ମାନ-ସମ୍ମାନ ଓ ପାରିବାରିକ ପ୍ରତିଷ୍ଠା ବଢିବ ।
- କୁମ୍ଭ ରାଶି, ମକର ରାଶି ଓ ମୀନ ରାଶି :-

1 ଡିସେମ୍ବର ରୁ ରାଜଯୋଗ ଆରମ୍ଭ ହେବାକୁ ଯାଉଛି । ଯାହାଫଳରେ ଆପଣଙ୍କ ଜୀବନରେ ଆପଣଙ୍କୁ ନୂଆ-ନୂଆ ପରିବର୍ତନ ଦେଖିବାକୁ ମିଳିବ । ଶନି ମହାରାଜ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ଅଧିକ ରହିବ । ଆପଣଙ୍କର ସାକ୍ଷାତ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ହୋଇପାରେ ଯାହାର ସହାୟତାରେ ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ ଆଗକୁ ପଢ଼ିପାରନ୍ତି, ଘର ର ବାତାବରଣ ଠିକ ରହିବ, ଆପଣ ଆପଣଙ୍କ ଲକ୍ଷ ହାସଲ କରିବାରେ ସଫଳ ହୋଇପାରନ୍ତି, ମାନସିକ ଚିନ୍ତା ଦୂର ହେବ, ଆପଣଙ୍କ ବ୍ୟବହାରରେ ଅଧିକାଂଶ ଲୋକ ପ୍ରଭାବିତ ହୋଇପାରନ୍ତି, ସମାଜ ରେ ଆପଣଙ୍କର ମାନ-ସମ୍ମାନ ବଢିବ, ଜୀବନସାଥୀ ର ସମ୍ପୂର୍ଣ ସହଯୋଗ ମିଳିବ, ଆପଣଙ୍କ ମନ କାମରେ ଲାଗିବ, ଆପଣଙ୍କ ଆର୍ଥିକ ସ୍ଥିତି ଠିକ ହୋଇପାରେ ।