ଆପଣ ସମସ୍ତେ ଜାଣିଥିବେ କି ବଲିଉଡ ଅଭିନେତ୍ରୀମାନେ ବଡ ପରଦାରେ ସୁନ୍ଦର ଦେଖାଯିବା ପାଇଁ ମେକଅପ ୟୁଜ କରିଥାଆନ୍ତି କିନ୍ତୁ ବିନା ମେକଅପ ରେ ସେ ଘରୁ ବାହାରକୁ ମଧ୍ୟ ବାହାରି ନ ଥାଆନ୍ତି । କିନ୍ତୁ କେତେଥର ତାଙ୍କୁ ଯେବେ ବିନା ମେକଅପ ଲୁକରେ କ୍ୟାମେରାରେ ଧରାପଡ଼ିଲେ ତେବେ ସବୁଆଡେ ତାଙ୍କର ଚର୍ଚା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଜଣେ ଏମିତି ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯିଏ ବିନା ମେକଅପ ରେ ନିଜ ପୁଅ ସହ ବୁଲିବାକୁ ବାହାରିଛନ୍ତି, ସେ ଆଉ କେହି ନୁହଁ ବରଂ ସେ ହେଉଛନ୍ତି ବଲିଉଡର ବେବୋ କରୀନା କପୁର । କରୀନା ନିଜ ଗେଲହା ପୁଅ ତୈମୂର ଅଲୀ ଖାନ ଙ୍କ ସହ ବଗିଚା ଏବଂ ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ । ସେହି ସମୟରେ ସେ ବିନା ମେକଅପ କଣ ଦେଖାଯାଉଥିଲେ । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି । ଯାହାକୁ ଆପଣ ଏହି ପୋଷ୍ଟରେ ଦେଖିପାରିବେ ।

ଆପଣ ଏହି ଫଟୋରେ ଦେଖିପାରୁଥିବେ କି କରୀନା କପୁର ଙ୍କ ମୁହଁରେ ବୟସର ଛାପ ଦେଖାଯାଉଛି । ତଫାପି ସେ ଫିଟନେସ ଓ ଡ୍ରେସିଙ୍ଗ ସେନ୍ସ ରେ ସବୁଠୁ ଆଗରେ ଅଛନ୍ତି । କରୀନା କପୁର ଫିଲ୍ମରେ କାମ କରିବା ସହ ନିଜ ପରିବାର କୁ ମଧ୍ୟ ଧ୍ୟାନ ଦେଇଥାଆନ୍ତି ଓ ଖାସ କରି ତୈମୂର ଅଲୀ ଖାନ ଙ୍କର ବହୁତ ଧ୍ୟାନ ରଖିଥାଆନ୍ତି ।