ଏହା ହେଉଛି ସଂସାରର ସବୁଠୁ ଶକ୍ତିଶାଳୀ ଫଳ ଯାହାର ଫାଇଦା ବିଷୟରେ ଜାଣିଲେ ଆପଣ ତାଯୁବ ହୋଇଯିବେ

ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଦୁନିଆର ଗୋଟେ ଶକ୍ତିଶାଳୀ ଫଳ ବିଷୟରେ କହିବୁ, ଯାହାକୁ ଖାଇଲେ ଶରୀରକୁ ଅଧିକ ମାତ୍ରାରେ ଶକ୍ତି ମିଳିଥାଏ । ଏହି ଫଳର ନାମ ହେଉଛି କିଵୀ । ଆସନ୍ତୁ ଜାଣିବା କିଵୀ ଫଳର ଫାଇଦା ବିଷୟରେ

  • ଦୈନିକ କିଵୀ ଖାଇଲେ ପାଚନ ଠିକ ହୋଇଥାଏ, କାହିଁକିନା ଏଥିରେ କିଛି ମାତ୍ରାରେ ଫାଇବର ଓ କେତେ ପ୍ରକାର ର ଏଞ୍ଜାଇମ୍ସ ରହିଥାଏ । ଏଥିରୁ କୋଷ୍ଠକାଠିନ୍ୟ ଓ ଏସିଡ଼ିଟି ରୁ ମଧ୍ୟ ମୁକ୍ତି ମିଳିଥାଏ ।
  • କିଵୀ କୁ ଦୈନିକ ଖାଇଲେ ଚକ୍ଷୁ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା କୌଣସି ପ୍ରକାର ର ସଂକ୍ରମଣ ରୁ ଚକ୍ଷୁ କୁ ବଞ୍ଚେଇଥାଏ ଓ ଏହାକୁ ସେବନ କଲେ ଚକ୍ଷୁ ର ଦେଖିବା ଶକ୍ତି ମଧ୍ୟ ବଢିଥାଏ ।
  • କିଵୀ ରେ ପ୍ରଚୁର ପରିମାଣ ରେ ଭିଟାମିନ C ଓ ଏନ୍ଟି-ଆଁକ୍ସୀଡେଣ୍ଟ ମିଳିଥାଏ । ଯାହା କେତେ ପ୍ରକାର ର ସଂକ୍ରମଣ ରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
  • ସାଧାରଣ ଭାବରେ ହେଉଥିବା ପେଟର ଛୋଟ-ମୋଟ ରୋଗ ପାଇଁ କିଵୀ ରାମ ବାଣ ଚିକିତ୍ସା ଅଟେ । ଯେମିତିକି ଏଥିରୁ ପେଟ କାଟିବା, ତରଳ ଝାଡ଼ା, ଅର୍ଶ ଆଦିରୁ ମଧ୍ୟ ଅରାମ ମିଳିଥାଏ । ତା’ସହ ଏହାର ଫାଇବର ଆମର ପାଚନ ପ୍ରଣାଳୀ କୁ ଠିକ ଭାବେ କାମ କରିବା ପାଇଁ ସାହାଯ୍ୟ କରିଥାଏ ଓ କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ କିଵୀ ଅମୃତ ସମାନ ଅଟେ ।
  • କିଵୀ ରେ ଥିବା ତତ୍ୱ ବ୍ଲଡ଼ କ୍ଲାଟିଙ୍ଗ ହେବାରୁ ରକ୍ଷା କରିଥାଏ । ଯାହା ଫଳରେ କେତେ ଅସୁବିଧା କମ ହୋଇଯାଏ ଓ କ୍ୟାନ୍ସର ପରି ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା ପାଇପାରିବେ ।
  • କିଵୀ ରେ ମିଳୁଥିବା ଏନ୍ଟି-ଆଁକ୍ସୀଡେଣ୍ଟ ଚର୍ମ କୁ ସଫା ଓ ସୁନ୍ଦର ବନେଇଥାଏ । ଖରା ର ପ୍ରଭାବରୁ ମଧ୍ୟ ଏହା ଚର୍ମ କୁ ବଞ୍ଚେଇଥାଏ । ଏହା ଆପଣଙ୍କ ଚର୍ମ କୁ ଯୌବନ ରଖିଥାଏ । ଏହା ଛଡା କିଵୀ ଆପଣଙ୍କର ପୁରା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପକେଇଥାଏ ।

Leave a Reply