ପୁରୁଷ ଶରୀର ସମସ୍ତ ଦୁର୍ବଳ ଦୂର କରିଦେବ ଏହି ୪ଟି ଜିନିଷ ନମ୍ବର ୧ ସବୁଦିନ ଖାଇବା ନିହାତି ଜରୁରୀ

ସବୁ ପୁରୁଷ ଚାହିଁଥାନ୍ତି କି ତାଙ୍କର ମଧ୍ୟ ଶରୀର ସବୁବେଳେ ସ୍ଵସ୍ଥ ଓ ଫିଟ ଦେଖାଯାଉ । କିନ୍ତୁ କିଛି ଲୋକ ଙ୍କ ଭୁଲ ଖାଦ୍ୟ ଖାଇବା କାରଣରୁ ତାଙ୍କ ଶରୀର ଦୁର୍ବଳ ହୋଇ କେତେ ପ୍ରକାରର ରୋଗର ହେବାର ସମ୍ଭାବନା ହୋଇଥାଏ । ଏଥିପାଇଁ ଆମେ ଆପଣଙ୍କୁ 4ଟି ଏମିତି ଜିନିଷ ବିଷୟରେ କହିବୁ, ଯାହାର ସେବନ କଲେ ଆପଣଙ୍କ ଶରୀର ଦୁର୍ବଳ ହେବନି ଓ ଆପଣ ସମ୍ପୂର୍ଣ ଭାବରେ ଠିକ ଓ ଫିଟ ହୋଇଯିବେ ।

  • ଅଣ୍ଡା :-

ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ପରି ପୌଷ୍ଟିକ ତତ୍ୱ ପଦାର୍ଥ ରହିଥାଏ । ଯାହାକୁ ସେବନ କଲେ ଶରୀରକୁ ଉର୍ଜା ମିଳିଥାଏ । ଅଣ୍ଡାରେ ଭିଟାମିନ ଓ ଓମେଗା 3 ଏବଂ ଫେଂଟୀ ଏସିଡ ପରି ପୋଷାକ ତତ୍ୱ ରହିଥାଏ । ଏହାକୁ ଖାଇଲେ ଶରୀର ଶକ୍ତିଶାଳୀ ହୋଇଥାଏ ଓ ବୁଦ୍ଧି ମଧ୍ୟ ବଢିଯାଇଥାଏ ।

  • କ୍ଷୀର :-

କ୍ଷୀର ପିଇଲେ ଶରୀରକୁ କ୍ୟାଲସିୟମ ପ୍ରଚୁର ମାତ୍ରାରେ ମିଳିଥାଏ । ଯାହା ହାଡ ଓ ଦାନ୍ତ କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

  • ସୋୟାବିନ :-

ସୋୟାବିନ ରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ । ଏହାକୁ ଠିକରେ ସେବନ କଲେ ଶରୀର ଅଳ୍ପଦିନ ରେ ଶକ୍ତିଶାଳୀ ହୋଇଯିବ । ଏହାକୁ ନିୟମିତ ସେବନ କଲେ ଶରୀର ର ଦୁର୍ବଳତା ସବୁବେଳ ପାଇଁ ଶେଷ ହୋଇଯାଇଥାଏ ।

  • ଖଜରା :-

ଖଜରା ଖାଇଲେ ଶରୀରକୁ ପ୍ରଚୁର ଏନର୍ଜୀ ଓ ପୋଷାକ ତତ୍ୱ ମିଳିଥାଏ ଓ ବୁଦ୍ଧି ମଧ୍ୟ ବଢିଥାଏ । ସବୁ ଲୋକଙ୍କୁ ପ୍ରତିଦିନ 5-6 ଖଜରା ଖାଇବା ଆବଶ୍ୟକ ଅଟେ ।

Leave a Reply