ମାର୍ଗଶିର: ୧୩ ନଭେମ୍ବର ଠାରୁ ୧୨ ଡିସେମ୍ବର କାଳଭୈରବ ଏବଂ ଦତ୍ତ ପୁର୍ଣିମା ଭଳି ଜାଣନ୍ତୁ କଣ ରହିଛି ମହତ୍ୱ…

୧୩ ନଭେମ୍ବର ପରେ ନୂଆ ମାସ ଆରମ୍ଭ ହେବାକୁ ଯାଉଛି ଯାହା ମାର୍ଗଶିର ବା ମାର୍ଗଶୀର୍ଷ ମାସ ବୋଲି ମଧ୍ୟ କୁହାଯାଏ। ଏହା ୧୨ ଡିସେମ୍ବର ପର୍ଯ୍ୟନ୍ତ ଅଟେ । ଜୋତିସ ଶାସ୍ତ୍ର ଅନୁସାରେ ଏହି ମାସକୁ ଶ୍ରୀକୃଷ୍ନ ଙ୍କ ପୂଜାକୁ ମହତ୍ୱ ଦିଆଯାଏ ଏବଂ ଆସନ୍ତୁ ଜାଣିବା ଏହି ମାସରେ କେଉଁ ତିଥିରେ କେଉଁ ଶୁଭ କାମ କରାଯାଇପାରିବ।

୧. ବୁଧୁବାର ୧୩ ନଭେମ୍ବର ପରେ ନୂଆ ମାସ ଆରମ୍ଭ ହେବାକୁ ଯାଉଛି ଯାହା ମାର୍ଗଶିର ମାସ ବୋଲି ମଧ୍ୟ କୁହାଯାଏ। ଏହା ୧୨ ଡିସେମ୍ବର ପର୍ଯ୍ୟନ୍ତ ଅଟେ । ୨. ଶୁକ୍ରବାର ,୧୫ ନଭେମ୍ବର ରେ ଗଣେଶ ଚତୃଥି ବ୍ରତ କାରିଥାନ୍ତି । ୩. ମଙ୍ଗଳବାର ,୧୯ ନଭେମ୍ବର କାଳଭୈରବ ଅଷ୍ଟମୀ ଅଟେ ଏହି ଦିନ କାଳଭୈରବ ପୂଜା କରାଯାଏ । ୪. ଶୁକ୍ରବାର ୨୨ ନଭେମ୍ବର ରେ ଉତ୍ପନା ଏକାଦଶୀ ଅଟେ ,ଏହିଦିନ ଭଗବାନ ବିଷ୍ଣୁ ଙ୍କ ପୂଜା କରାଯାଏ । ୫.ମଙ୍ଗଳବାର ୨୬ ନଭେମ୍ବର ରେ ଏହି ମାସର ଅମାବାସ୍ୟା ତିଥି ଅଟେ ଏହି ଦିନ ପିତୃ ତର୍ପଣ ବା ଶ୍ରାଦ୍ଧ କର୍ମ କରାଯିବାର ପରମ୍ପରା ଥାଏ । ୬. ଶନିବାର ୩୦ ନଭେମ୍ବର ଦିନ ବିନାୟକୀ ଚତୃଥି ଅଟେ ।

୭. ରବିବାର ୧ ଡିସେମ୍ବର ଶ୍ରୀ ରାମ ଏବଂ ସୀତାଙ୍କ ବିବାହ ଉତ୍ସବ ଅଟେ । ୮ .ରବିବାର ୮ ଡିସେମ୍ବର ଏହି ମାସର ଏକାଦଶୀ ଅଟେ ,ଏହାକୁ ମୋକ୍ଷଦା ଏକାଦଶୀ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ଗୀତ ର ଉପଦେଶ ଦେଇଥିଲେ ।୯. ବୁଧୁବାର ୧୧ ଡିସେମ୍ବର ଏହି ଦିନ ପୁର୍ଣିମା ଅଟେ ଏହାକୁ ଦତ୍ତ ପୁର୍ଣିମା ବୋଲି ମଧ୍ୟ କୁହାଯାଏ ,ଏହି ଦିନ ଭଗବାନ ଦତାକ୍ଷେତ୍ର ଙ୍କୁ ପୂଜା କରାଯାଏ ।୧୦.ଗୁରୁବାର ୧୨ ଡିସେମ୍ବର ଦିନ ସ୍ନାନ ଦାନ ର ପୁର୍ଣିମା ଅଟେ ,ଏବଂ ଏହି ମାସର ଅନ୍ତିମ ଦିନ ଅଟେ ,ଏହି ଦିନ ପବିତ୍ର ସ୍ନାନ କରି ଦାନ କରିବା ଦ୍ଵାରା ଘରେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ ।

Leave a Reply