ଫେମସ ହେବା ପରେ ଦେଖନ୍ତୁ କିଭଳି ଏହି ୫ଜଣ ଷ୍ଟାରଙ୍କ ଚରିତ୍ର ବଦଳିଯାଇଛି ନମ୍ବର ୧ ଷ୍ଟାର ଙ୍କ ବ୍ୟବହାର ଅତି ନିନ୍ଦନିଅ

ସମୟ ସମସ୍ତଙ୍କୁ ବଦଳାଇଦିଏ। କିଛି ଲୋକ ନିଜର ସଫଳତା ପାଇବା ପରେ ଲୋକମନଙ୍କୁ ହୀନମନ୍ୟ କରନ୍ତି। ସଫଳତା ପାଇବା ପରେ ତାଙ୍କ ମନରେ ଗର୍ବ ଭାବ ବଢିଯାଏ ଓ ସେ ଲୋକଙ୍କୁ ଛୋଟ ନଜରରେ ଦେଖିବା ଆରମ୍ଭ କରିଦିଅନ୍ତି। ଏହି ଭଳି କିଛି ଘଟଣା ଆମକୁ ସେକହିବାକୁ ମିଳିଛି ଏହି ପାଞ୍ଚଜଣ ଲୋକପ୍ରିୟ ହୋଇଥିବା ଷ୍ଟାର ମାନଙ୍କ ମଧ୍ୟରେ ପ୍ରଥମରେ ରାନୁ ।

୧. ରାନୁ ମଣ୍ଡଳ
ଆମେ ସମସ୍ତେ ରାନୁ ମଣ୍ଡଳଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ। ଦିନଥିଲା ସେ ରେଳ ଷ୍ଟେସନ ରେ ଗୀତ ଗାଈ ଲୋକଙ୍କଠୁ ପଇସା ମାଗି ଚଳୁଥିଲେ ହେଲେ ଆଜି ସେଇ ରାନୁ ମଣ୍ଡଳ ଅନେକ ସଫଳତା ହାସଲ କରିସାରିଛନ୍ତି। ତାଙ୍କର ଗୀତକୁ ଲୋକ ମାନେ ବହୁତ ପସନ୍ଦ କଲେ ଯାହା ଦ୍ୱାରା ସେ ଆଜି ବଲିଉଡ ରେ କାମ କରିବାର ଗୌରବ ହାସଲ କଲେ। ହେଲେ ସେ ଲୋକମାନଙ୍କ ପ୍ରତି ତାଙ୍କ ବ୍ୟବହାର ବଦଳି ଯାଇଅଛି । ସୋସିଆଲ ମିଡିଆରେ ଭାଇରଲ ହଉଥିବ ଆମେ ଏକ ବିଡ଼ିଓ କୁ ଦେଖିଛେ ଯୋଉଥିରେ ରାନୁଙ୍କ ଏକ ଫ୍ୟାନ ତାଙ୍କ ସହ ଫୋଟୋ ନବାକୁ ଅନୁରୋଧ କରିଥିଲେ ହେଲେ ରାନୁ ଯାହା କହିଲେ ତା ପରର ଘଟଣା ଆମ ସମସ୍ତଙ୍କୁ ଜଣା।

୨. କଙ୍ଗନା ରଣୟୁତଂ:-
କଙ୍ଗନା କମ ବୟସରେ ଚଳଚିତ୍ର ଦୁନିଆକୁ ଆସିଥିଲେ । ପ୍ରଥମେ ସେ ବହୁତ ଶାନ୍ତ ଥିଲେ । ହେଲେ ଏବେ ତାଙ୍କର ବ୍ୟବହାର ବଦଳି ଯାଇଅଛି ସାମ୍ବାଦିକ ଓ ଅନ୍ୟ ଅଭିନେତ୍ରୀ ମାନଙ୍କ ପ୍ରତି ।

୩. ଶ୍ରଦ୍ଧା କପୂର
ଯେତେବେଳେ ସେ ସିନେମା ଜଗତରେ ପାଦ ଦେଇଥଲେ ବହୁତ ଶାନ୍ତ ଓ ନମ୍ର ଥିଲେ ହେଲେ ଆଜି ଅନେକ ଫିଲ୍ମ ର ଅଫର ଆସିବା ପରେ ତାଙ୍କ ବ୍ୟବହାର ପରିବର୍ତନ ହୋଇସାରିଛି।

୪. ପୁଲକିତ ସମ୍ରାଟ
ଫୁକ୍ରିଚଳଚିତ୍ରରେ ଅଭିନୟ କରିଥିବା ପୁଲକିତ ଅତ୍ୟନ୍ତ ନମ୍ର ଓ ଭଦ୍ର ଥିଲେ ପ୍ରଥମେ ଯେବେ ସେ ସିନେମା ଜଗତରେ ପାଦ ଦେଇଥିଲେ ।ହେଲେ ଏବେ ତାଙ୍କ ବ୍ୟବହାର ଅନେକ ପରିବର୍ତନ ହୋଇଛି । ଥରେ ସେ ଜଣେ ସାମ୍ବାଦିକଙ୍କୁ ବାଡ଼େଇବାକୁ ପଛ ଗୂଂଛା ଦେଇ ନଥିଲେ।

୫. ପରସ ଛବ୍ରା
ବିଗ ବସରେ ବହୁତ ଶାନ୍ତ ସିସ୍ଟ ଥିଲେ । ଲୋକମାନେ ମଧ୍ୟ ପସନ୍ଦ କରୁଥିଲେ । ହେଲେ ଏବେ ଲୋକପ୍ରିୟ ହେବାପରେ ସେ ତାଙ୍କ ବ୍ୟବହାର ଖରାପ କରିସାରିଛନ୍ତି, ଏମିତି ବି ଏକ ଘଟଣା ଦେଖିବାକୁ ମିଳିଥିଲା ଯାହା ଅତି ନିନ୍ଦନିଅ ଅଟେ ।

Leave a Reply

Your email address will not be published. Required fields are marked *