ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବଂ ଖେଳାଯିବାକୁ ଥିବା ଡେ ନାଇଟ ଟେଷ୍ଟ ମ୍ୟାଚକୁ ନେଇ ରୋହିତ ଶର୍ମା ଦେଲେ ବଡ ବୟାନ

ଭାରତର ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ରୋହିତ ଶର୍ମା ରାଜଧାନୀ ଦିଲ୍ଲୀ ର ଅରୁଣ ଜେଟଲୀ ଷ୍ଟାଡିୟମ ରେ ଖେଳାଯିବାକୁ ଥିବା ବାଂଲା ଦେଶ ବିପକ୍ଷରେ ସିରିଜ଼ର ପ୍ରଥମ ମ୍ୟାଚ ଖେଳାଯିବ। ଏବଂ ଡେ ନାଇଟ ଟେଷ୍ଟ ମ୍ୟାଚକୁ ନେଇ କହିଲେ ଯେ ଡେ ନାଇଟ ମ୍ୟାଚ ଆମ ଦୁଇ ଦଳ ପାଇଁ ନୂଆ ଅଟେ ଏବଂ ଆମେ ବେଶ ଖୁସି ଅଛୁ ଖେଳିବାପାଇଁ ଏବଂ ଦିଲ୍ଲୀରେ ବର୍ତମାନ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି ଓ ଯେବେ ଅଧିନାୟକ ରୋହିତ ଙ୍କୁ ପଚରାଗଲା ଜବାବରେ ରୋହିତ କହିଲେ ଯେ ଏହି ପ୍ରଦୂଷଣ ଖେଳ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ସେ କହିଛନ୍ତି।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି ଓ ଏହାର ଲେବେଲ ୫୦୦ ପର୍ଯ୍ୟାନ ବଢି ଯାଇଛି ଏନେଇ ଗଣମାଧ୍ୟମଗୁଡିକରେ ବେଶ୍‌ ଚର୍ଚ୍ଚା ଚାଲିଛି। ଆସନ୍ତା ୩ ତାରିଖରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି୨୦ ଖେଳାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବାୟୁ ପ୍ରଦୂଷଣ ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ବାଂଲାଦେଶ ତାରକା ବ୍ୟାଟ୍ସମ୍ୟାନ ଲିଟନ ଦାସ ମାସ୍କ ପିନ୍ଧି ଅଭ୍ୟାସ କରୁଥିବାର ଦେଖାଯାଇଥିଲା।

ପୂର୍ବରୁ ପ୍ରଦୂଷଣ ସତ୍ତ୍ୱେ ମ୍ୟାଚ୍‌ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜନ କରାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଥିଲା। କେତେକ ଶ୍ରୀଲଙ୍କା ଖେଳାଳି ମାସ୍କ ପିନ୍ଧିଥିଲେ। ଏପରିକି ଏହି ମ୍ୟାଚ୍‌ ଅବସରରେ ୨୦ ମିନିଟ ଖେଳ ବନ୍ଦ ରହିଥିଲା। ତେବେ ନେଟ୍ସରେ ବ୍ୟାଟିଂ କଲାବେଳେ ସେ କୌଣସି ମାସ୍କ ପିନ୍ଧି ନ ଥିଲେ। ଅନ୍ୟ କୌଣସି ବାଂଲାଦେଶ ଖେଳାଳି ମାସ୍କ ପରିଧାନ କରି ନ ଥିଲେ।

Leave a Reply