କ୍ୟାନସରକୁ ରୋକିବାରେ ୧୦୦ପ୍ରତିଶତ କାମ ଦେଇଥାଏ ଏହି ଫଳ । ସାଧାରଣ ଭାବରେ ଏହା ଗ୍ରୀଷ୍ମ ଋତୁରେ ଅନେକ ପ୍ରକାରର ଫଳ ମିଳିଥାଏ ଯାହା ଆମସାରିର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କିନ୍ତୁ ଆମେ ଏହି ଫଳ ରେ ଥିବା ଔଷଧୀୟ ଗୁଣ ବିଷୟରେ ଆମକୁ ଜଣା ନଥାଏ। ତେବେ ଆସନ୍ତୁ ଜାଣିବା ଏଭଳି ଏକ ଫଳ ବିଷୟରେ ଯାହା ଆମ ଶରୀର ପାଇଁ ଅତନ୍ତ୍ୟ ଲାଭଦାୟକ।

ଏହି ଫଳ ସାଧାରଣ ଭାବରେ ସବୁ ସମୟରେ ଦେଖିବାକୁ ମିଳିନଥାଏ ଅଧିକାଂଶ ଏହା ଗ୍ରୀଷ୍ମ ହିଁ ଋତୁରେ ମିଳିଥାଏ। ଏହି ଫଳର ନାଁ ହେଉଛି କରମଙ୍ଗା। ଏହି ଫଳରେ ମଲଟିଭିଟାମିନ୍ ଗୁଣ ଥାଏ। ଏହି ଫଳ ଖାଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିବାରେ ବହୁତ ସହାୟତା ହୋଇଥାଏ।

ଶାରିରୀକ ଦୁର୍ବଳତା ଥିବା ଲୋକେ ଏହି ଫଳ ସେବନ କରିବା ଅତାନ୍ତ୍ୟ ଫାଇଦା ମିଳିଥାଏ। ଏହା ଖାଇବା ଦ୍ବାରା ଶାରିରୀକ ଦୁର୍ବଳତା କମିଯାଇଥାଏ। କରମଙ୍ଗାରେ ଖାଇବା ଦ୍ଵାରା କ୍ୟାନସର୍ ଭଳି ମାରାତ୍ମକ ରୋଗ କୁ ଦୂର କରିବାରେ ସହାୟକ ହୋଇଥାଏ।