IAS କୁ ସବୁଠୁ କଷ୍ଟ ପରୀକ୍ଷା ବୋଲି ମାନନ୍ତି । ପାଠ ପଢା ସରିବା ପରେ ସମସ୍ତେ ଏକ ଚାକିରୀର ସନ୍ଧାନରେ ସମସ୍ତେ ଥାଆନ୍ତି । ଯେ କୌଣସି ଛୋଟରୁ ବଡ ଚାକିରି କରିବା ପୂର୍ବରୁ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ। ଆଉ ଏହି ଇଣ୍ଟରଭ୍ୟୁ ରେ ସିଲେକ୍ଟ ହେବା ପରେ ହିଁ ଆମକୁ ସେହି ଚାକିରୀ ମିଳିଥାଏ। ଏହି ଇଣ୍ଟରଭ୍ୟୁରେ କିଛି ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ପଚରାଯାଇଥାଏ ଯାହାର ଉତ୍ତର ଏତେ ସହଜ ହୋଇନଥାଏ। ଯେଉଁଥିରେ ଅଧିକାଂଶ ଲୋକ ଏହାର ଉତ୍ତର ଦେଇ ପାରନ୍ତିନି।

- ପ୍ରଶ୍ନ : ରେଲୱେ ଷ୍ଟେସନ କୁ ହିନ୍ଦୀରେ କଣ କୁହାଯାଏ ?
- ଉତର : ଲୋହପତ ଗାମିନୀ ବିରାମ ବିନ୍ଦୁ କୁହାଯାଏ ।
- ପ୍ରଶ୍ନ : ଏଭଳି କେଉଁ ପକ୍ଷୀ ଯିଏକି ଉଡ଼ିପାରେ ନାହିଁ ?
- ଉତର : ପେଙ୍ଗୁଇନ ଏଭଳି ଏକ ପକ୍ଷୀ ଯିଏକି ଉଡ଼ିପାରେ ନାହିଁ ।
- ପ୍ରଶ୍ନ : ଗୋଟିଏ ଦିନରେ କେତେ ସେକେଣ୍ଡ ହୋଇଥାଏ ?
- ଉତର : ଗୋଟିଏ ଦିନରେ ୮୬୪୦୦ ସେକେଣ୍ଡ ହୋଇଥାଏ
- ପ୍ରଶ୍ନ : ଏମିତି କେଉଁ ପ୍ରାଣୀ ଯିଏକି ଯୌନ ସମ୍ବନ୍ଧ ରଖିବାପରେ ମରିଯାଇଥାଏ ?
- ଉତର : ନର ମଧୁମକ୍ଷି ଏମିତି ଏକ ପ୍ରାଣୀ ଯିଏକି ମାଦା ମଧୁମକ୍ଷି ସହ ସମ୍ବନ୍ଧ ରଖିବା ସମୟରେ ମରିଯାଇଥାଏ।
- ପ୍ରଶ୍ନ : ମନୁଷ୍ୟ ଶରୀର ର ହୃଦୟ କୁ ଥରେ ସ୍ପନ୍ଦନ ହେବା ପାଇଁ ପ୍ରାୟ କେତେ ସମୟ ଲାଗିଥାଏ ?
- ଉତର : ମନୁଷ୍ୟ ଶରୀର ର ହୃଦୟ କୁ ଥରେ ସ୍ପନ୍ଦନ ହେବା ପାଇଁ ୦.୮ ସେକଣ୍ଡ ସମୟ ଲାଗିଥାଏ ।
- ପ୍ରଶ୍ନ : ବିଶ୍ୱର ସବୁଠାରୁ ଲମ୍ବା ନଦୀର ନାମ କଣ ?
- ଉତର : ଆଫ୍ରିକାର ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ନୀଲେ ନଦୀ ବିଶ୍ୱର ସବୁଠାରୁ ଲମ୍ବା ନଦୀ ଯାହା ଆୟତନ ଅନୁସାରେ ଅଧିକା ଥିବା ଆମାଜୋନ ନଦୀ ଠାରୁ ସାମାନ୍ୟ ବଡ ଅଟେ।
- ପ୍ରଶ୍ନ : ପୃଥିବୀର ଏମିତି କେଉଁ ସରୀସୃପ ଯିଏକି ଗୋଟେ ଆଖିରେ ଆଗକୁ ଦେଖୁଥିବା ବେଳେ ଅନ୍ୟ ଗୋଟେ ଆଖିରେ ପଛକୁ ମଧ୍ୟ ଦେଖିପାରେ ।
- ଉତର : ଗିରଗୀଟ ଏମିତି ଏକ ସରୀସୃପ ଯିଏକି ଗୋଟେ ଆଖିରେ ଆଗକୁ ଦେଖୁଥିବା ବେଳେ ଅନ୍ୟ ଗୋଟେ ଆଖିରେ ପଛକୁ ମଧ୍ୟ ଦେଖିପାରେ ।

- ଶେଷରେ ଆପଣଙ୍କ ପାଇଁ ଏକ ସହଯ ପ୍ରଶ୍ନ ଏହାର ଉତର କମେଣ୍ଟ କରି ନିଶ୍ଚୟ ଦିଅନ୍ତୁ !
52
40
96
40
40
96
40
40
40
96
40
92