ଦୁର୍ଗା ପୂଜାରେ ଶାମିଲ ହେବ ପରେ TMC ସାଂସଦ ନୁସରତ ଜାହାଁ ମୋଲବି ଙ୍କ ଟାର୍ଗେଟ ରେ ଅଛନ୍ତି । ଦାରୁଲ ଉଲୁମ ଦେବବନ୍ଦ ର ଗୋଟେ ମୋଲବି ସାଂସଦ ଓ ଅଭିନେତ୍ରୀ ନୁସରତ ଜାହାଁ ଙ୍କ ଆଲୋଚନା କରି କହିଲେ କି ଜଣେ ମୁସଲମାନ କୁ କେବେଳ ଅଲ୍ଲାହ ଙ୍କୁ ହିଁ ପ୍ରାର୍ଥନା କରିବା ଦରକାର । ଦୁର୍ଗା ପୂଜାରେ ଶାମିଲ ହେବ ପରେ ମୋଲବି ଙ୍କ ଟାର୍ଗେଟ ରେ ଆସିଥିବା ନୁସରତ ଙ୍କ ସ୍ୱାମୀ ନିଖିଲ ଜୈନ ତାଙ୍କ ସୁରକ୍ଷା କରି କହିଲେ କି ମୋ ସ୍ତ୍ରୀ ଦୁର୍ଗା ପୂଜାରେ ଶାମିଲ ହୋଇ ଉଦାହରଣ ପ୍ରସ୍ତୁତ କରିଛି ।

ଭାରତ ପାଇଁ ଗୋଟେ ସକାରାତ୍ମକ ସନ୍ଦେଶ :- ନିଜ ସ୍ୱରଟି ର ସୁରକ୍ଷା କରି ନିଖିଲ କହିଲେ କି, ଏହା ଭାରତ ପାଇଁ ଗୋଟେ ସକାରାତ୍ମକ ସନ୍ଦେଶ ଅଟେ, ଖସକରି ଯେବେ ଆମେ ସମାଵେଶୀ ଭାରତ ର କଥା ହୋଇଥାଉ । ସେ ମୁସଲିମ ହେଉ, ହିନ୍ଦୁ ହେଉ ଅଥବା ଖ୍ରୀଷ୍ଟିୟାନ ହେଉ ସମସ୍ତଙ୍କୁ ସବୁ ଧର୍ମ କୁ ସ୍ୱୀକାର କରିବା ଦରକାର । ଆପଣ ଯାହାକୁ ଚାହିଁବେ ତାକୁ ଅନୁସରଣ କରିବେ । ନୁସରତ ଗୋଟେ ଭଲ ଉଦାହରଣ ଦେଇଛନ୍ତି ।

ବିବାଦ ର ଅଂଶ ହେବାକୁ ଚାହୁଁନାହାନ୍ତି :- ନିଖିଲ ଜୈନ କହିଲେ କି କିଏ ଭି ବିବାଦ ର ଅଂଶ ହେବାକୁ ଚାହାଁନ୍ତିନି । ସବୁ ଧର୍ମ ପ୍ରତି ଆମର ସଦଭାବନା ଅଛି । ମୁଁ ସବୁବେଳେ ସବୁ ଧର୍ମ କୁ ସମ୍ମାନ କରେ । ମଙ୍ଗଳସୂତ୍ର କାରଣରୁ ଆଗରୁ ମଧ୍ୟ ହୋଇଥିଲା ବିରୋଧ :- ନୁସରତ ଜାହାଁ ଙ୍କୁ ହିନ୍ଦୁ ଜାତି ର ନିଖିଲ ଜୈନ ଙ୍କ ସହ ବିବାହ ପରେ ମୋଲବିମାନଙ୍କ ଦ୍ୱାରା ମଙ୍ଗଳସୂତ୍ର ପିନ୍ଧିବା ଓ ସିନ୍ଦୁର ଲଗେଇବା ପାଇଁ ମଧ୍ୟ ଟାର୍ଗେଟ କରାଯାଇଥିଲା ।