ବିନା ମେକପ୍ ରେ ଏଭଳି ଦେଖାଯାଉଛନ୍ତି ଏହି ୫ଜଣ ସୁନ୍ଦରୀ ଅଭିନେତ୍ରୀ କ୍ଲିକ କରି ଦେଖନ୍ତୁ ଫୋଟ

ବଲିଉଡ ରେ ସବୁ ଅଭିନେତ୍ରୀମାନେ ଫିଲ୍ମରେ ବହୁତ ସୁନ୍ଦର ନଜର ଅସିଥାଆନ୍ତି ଓ ତାଙ୍କ ସୁନ୍ଦରତା ଉପରେ କୋଟିଏ ଦିୱାନା ଅଛନ୍ତି । କିନ୍ତୁ କଣ ସେମାନେ ବିନା ମେକଅପ୍‌ରେ ମଧ୍ୟ ଏତେ ସୁନ୍ଦର ଦେଖାଯାଉଛନ୍ତି, ଯେତିକି ସେମାନେ ମେକଅପ୍‌ରେ ସୁନ୍ଦର ଦେଖାଉଛନ୍ତି । ତେବେ ପାଞ୍ଚଜଣ ଅଭିନେତ୍ରୀ ବିନା ମେକଅପ୍‌ରେ କିପରି ଦେଖା ଯାଆନ୍ତି ଆସନ୍ତୁ ଦେଖିବା ।

କଙ୍ଗନା ରନୌତ :-

କଙ୍ଗନା ରନୌତ ବଲିଉଡ ର ଜଣା-ଶୁଣା ଅଭିନେତ୍ରୀ ଅଟନ୍ତି । ସେ ନିଜ ଦମଦାର ଆକ୍ଟିଙ୍ଗ ର ଦମ ରେ ବଲିଉଡ ରେ ନିଜର ଗୋଟେ ଅଲଗା ପରିଚୟ ବନେଇଛନ୍ତି । ସେ ସୁନ୍ଦରତା ରେ ବଲିଉଡ ର ସବୁ ହିରୋଇନ ଙ୍କୁ ଟକ୍କର ଦେଇଥାଆନ୍ତି । ଦେଖନ୍ତୁ ସେ ବିନା ମେକଅପ ରେ ଏହିପରି ଦେଖାଯାଆନ୍ତି ।

ସୋନମ କପୁର :-

ସୋନମ କପୁର ବଲିଉଡ ର ବହୁତ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯିଏ ନିଜ ଅଭିନୟ ରୁ ଅଧିକ ନିଜ ଫ୍ୟାସନ କାରଣରୁ ଚର୍ଚା ରେ ରହିଥାଆନ୍ତି । ବିନା ମେକଅପ ରେ ସେ କିଛି ଏହିପରି ଦେଖାଯାଆନ୍ତି ।

କରୀନା କପୁର :-

କରୀନା କପୁର ଙ୍କୁ ତାଙ୍କ ଷ୍ଟାଇଲିଶ ଲୁକ କାରଣରୁ ଜଣା ଯାଆନ୍ତି ହିପରି ଦେଖାଯାଆନ୍ତି । ସେ ଫିଲ୍ମରେ ତ ବହୁତ ସୁନ୍ଦର ଦେଖାଯାଆନ୍ତି କିନ୍ତୁ ଦେଖନ୍ତୁ ବିନା ମେକଅପ ରେ ସେ କିଛି ଏହିପରି ଦେଖାଯାଆନ୍ତି ।

ପ୍ରିୟଙ୍କା ଚୋପଡା :-

ମିସ ୱାର୍ଲଡ ର ତାଜ ନିଜ ନାମରେ କରିଥିବା ପ୍ରିୟଙ୍କା ଚୋପଡା ଙ୍କ ସୁନ୍ଦରତା ଉପରେ ବହୁତ ଦିୱାନା ଅଛନ୍ତି । ସେ ନିଜ ବୋଲଡ ଓ ସୁନ୍ଦର ଅନ୍ଦାଜ କାରଣରୁ ଲୋକପ୍ରିୟ ଅଛନ୍ତି । କିନ୍ତୁ ବିନା ମେକଅପ ରେ ପ୍ରିୟଙ୍କା ଚୋପଡା ଙ୍କ ସୁନ୍ଦରତା ଆପଣ ଏଠାରେ ଦେଖିପାରିବେ ।

ଦୀପିକା ପାଦୁକୋଣ :-

ଦୀପିକା ପାଦୁକୋଣ ଙ୍କୁ ବଲିଉଡ ର ସବୁଠୁ ସୁନ୍ଦର ହିରୋଇନମାନଙ୍କ ମଧ୍ୟରେ ଗଣା ଯାଏ । ଯିଏ ଫିଲ୍ମରେ ବହୁତ ସୁନ୍ଦର ଓ ଆକର୍ଷଣ ନଜର ଆସିଥାଆନ୍ତି । କିନ୍ତୁ ବିନା ମେକଅପ ରେ ସେ ମଧ୍ୟ ଏତେ ସୁନ୍ଦର ଦେଖାଯାଆନ୍ତି ନାହିଁ, ଯେତିକି ସେ ମେକଅପ ରେ ନଜର ଆସିଥାଆନ୍ତି ।

Leave a Reply