ବାଧ୍ୟହୋଇ ବି ଗ୍ରେଡ଼ ଫିଲ୍ମରେ କାମ କରିଥିଲେ ଏହି ୫ ଜଣ ଅଭିନେତ୍ରୀ ନାମ ଜାଣି ଆଶ୍ଚର୍ଯ୍ୟ ହେବେ

ବଲିଉଡରେ କେତେ ପ୍ରକାର ର କେଟେଗରୀ ଅଛି, ଯେମିତି A ଗ୍ରେଡ଼, B ଗ୍ରେଡ଼ ଓ C ଗ୍ରେଡ଼ । ସେନ୍ସର ବୋର୍ଡ ଫିଲ୍ମ ଅନୁସାରେ ଗ୍ରେଡ଼ ନିର୍ଧାରିତ କରିଥାଏ । ଏଡ଼ଲ୍ଟ ଲିଷ୍ଟରେ ଆସୁଥିବା ଫିଲ୍ମକୁ ସେନ୍ସର ବୋର୍ଡ B ଗ୍ରେଡ଼ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହି 5ଜଣ ବଲିଉଡ ଅଭିନେତ୍ରୀ ଙ୍କ ବିଷୟରେ ଯିଏ B ଗ୍ରେଡ଼ ଫିଲ୍ମରେ କାମ କରିଛନ୍ତି ।

  • ଅର୍ଚନା ପୂରନ ସିଂ :-

ଆଜିର ସମୟରେ ଅର୍ଚନା ପୂରନ ସିଂ କପିଲ ର ଶୋ ରେ ଜଜ ଅଛନ୍ତି । ସେ ବଲିଉଡ ର କେତେ ସୁପରହିଟ ଫିଲ୍ମରେ ମଧ୍ୟ କାମ କରିଛନ୍ତି କିନ୍ତୁ ଏହି କଥା ବହୁତ କମ ଲୋକ ଜାଣିଛନ୍ତି କି ସେ B ଗ୍ରେଡ଼ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ‘ ରାତ କା ଗୁନାହ ‘ ନାମ B ଗ୍ରେଡ଼ ଫିଲ୍ମରେ କାମ କରିଛନ୍ତି ।

  • ସନା ଖାନ :-

ବଲିଉଡ ଏକଟ୍ରେସ ସନା ଖାନ କେତେ B ଗ୍ରେଡ଼ ଫିଲ୍ମରେ କାମ କରିସାରିଛନ୍ତି । ସେ ନିଜ କ୍ୟାରିୟର ର ଆରମ୍ଭ B ଗ୍ରେଡ଼ ଫିଲ୍ମରୁ ଆରମ୍ଭ କରିଥିଲେ, ଯାହାଫଳରେ ତାଙ୍କୁ ପରିଚୟ ମିଳିଲା । ସେ ହାଇ ସୋସାଇଟୀ ଓ କ୍ଲାମେକ୍ସ ପରି B ଗ୍ରେଡ଼ ଫିଲ୍ମରେ କାମ କରିସାରିଛନ୍ତି । ସେ ଏବେ ଟିଭି ଶୋ ଓ ବଲିଉଡ ଫିଲ୍ମରେ କାମ କରୁଛନ୍ତି ।

  • ନେହା ଧୂପିୟା :-

ଏମଟିଭି ରୋଡୀଜ ରେ କାମ କରୁଥିବା ନେହା ଧୂପିୟା ବଲିଉଡ ରେ ବହୁତ ସଫଳ ହୋଇଥିଲେ । ଏହି କଥା ବହୁତ କମ ଲୋକଙ୍କୁ ଜଣା ଅଛି କି ସେ ନିଜ ଫିଲ୍ମ କ୍ୟାରିୟର ର ଆରମ୍ଭ B ଗ୍ରେଡ଼ ଫିଲ୍ମରୁ କରିଥିଲେ ।

  • ଦିଶା ବକାନୀ :-

ସବ ଟିଭି ଶୋ ତାରକ ମେହତା କା ଉଲ୍ଟା ଚଷମା ର ମୁଖ୍ୟ କଳାକାର ଦୟା ର ଭୂମିକା ଦିଶା ବକାନୀ ହିଁ କରୁଛନ୍ତି । ସେ ମଧ୍ୟ B ଗ୍ରେଡ଼ ଫିଲ୍ମରେ କାମ କରିସାରିଛନ୍ତି । ସେ 1997ରେ ଏକ B ଗ୍ରେଡ଼ ଫିଲ୍ମରେ କାମ କରିଥିଲେ, ଯାହା ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ।

  • ମାନ୍ୟତା ଦତ୍ତ :-

ବଲିଉଡ ଏକଟ୍ରେସ ମାନ୍ୟତା ଦତ୍ତ ମସୁର ଏକଟର ସଞ୍ଜୟ ଦତ୍ତ ଙ୍କ ସ୍ତ୍ରୀ ଅଟନ୍ତି । ଗୋଟେ ସମୟରେ ମାନ୍ୟତା ସବୁଠୁ ସଫଳ ହିରୋଇନ ହେବା ପାଇଁ ଦୁବାଇ ରୁ ମୁମ୍ବାଇ ଆସିଥିଲେ କିନ୍ତୁ ସେହି ସମୟରେ ତାଙ୍କୁ କୌଣସି ବଡ ରୋଲ ମିଳିପାରୁନଥିଲା । ତେବେ ସେ ନିଜେ ଚଳିବା ପାଇଁ B ଗ୍ରେଡ଼ ଫିଲ୍ମରେ କାମ କରିବାକୁ ଲାଗିଥିଲେ । ସେ 2005ରେ B ଗ୍ରେଡ଼ ଫିଲ୍ମ ‘ ଲଭର୍ସ ଲାଇକ ଅସ ‘ରେ କାମ କରିଥିଲେ ।

Leave a Reply