ପଞ୍ଚମ ଶ୍ରେଣୀର ଏହି ସହଜ ପ୍ରଶ୍ନର ଉତର ଦେଇପାରିଲେନି ଶିକ୍ଷକ ମହୋଦୟ ଜାଣନ୍ତୁ କଣ ଥିଲା ପ୍ରଶ୍ନ

ସୋନି ଟିଭି ଚେନେଲ ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ସିଜିନ୍‌ ୧୧ରେ ୩୫ ତମ ଏପିସୋଡ ରେ ଭାଗ ନେଇଥିଲେ ଜଣେ ଶିକ୍ଷକ । ଏହି ଏପିସୋଡ ର ଆରମ୍ଭରେ ଭୋପାଲରେ ରହୁଥିବା ଅରୁଣ କୁମାର ମିଶ୍ର ଅମିତାଭ ବଚ୍ଚନ ଙ୍କ ସହ ହଟ ସିଟ ରେ ବସିଥିଲେ ।

ଅରୁଣ କୁମାର ଭୋପାଲ ର ଏକ ହାଇସ୍କୁଲ ରେ ଗଣିତ ଓ ବିଜ୍ଞାନ ବିଭାଗରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । ହେଲେ କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ପ୍ରସାରିତ ୩୫ ତମ ଏପିସୋଡରେ ପଚରାଯାଇଥିବା ପଞ୍ଚମ ଶ୍ରେଣୀର ର ଏକ ସାଧାରଣ ପ୍ରଶ୍ନ ର ଉତର ଦେଇପାରି ନଥିଲେ । ଆସନ୍ତୁ ଜାଣିବା ପ୍ରଶ୍ନ କଣ ଥିଲା ,

ପ୍ରଶ୍ନ ଏହା ଥିଲା ଯେ ଭିଟାମିନ ସି ର ଅନ୍ୟ ନାମ କଣ ଅଟେ ? ଯାହାର ଉତ୍ତରରେ ଆସ୍କାବିରକ ଏସିଡ,ୱାସେଟିକ ଏସିଡ ,ରେଟିନାଲ, ଏବଂ ଥିଆମୀନ ଉତର ଭାବରେ ଏହି ଚାରୋଟି ବିକଳ୍ପ ଥିଲା । ଏହି ପ୍ରଶ୍ନ ର ଉତର ଏତେ ସହଜ ଥିଲା ଯେ ଯେ କୌଣସି ଛୋଟ ପିଲା ବା ପଞ୍ଚମ ଶ୍ରେଣୀର ପଢ଼ୁଥିବା ଛାତ୍ର ମଧ୍ୟ ଏହାର ଉତର ଦେଇପାରିବ ହେଲେ କିନ୍ତୁ ପିଲାଙ୍କୁ ବିଜ୍ଞାନ ପଢ଼ୁଥିବା ଏହି ଶିକ୍ଷକ ମୋହଦୟ ଏହାର ଉତର ଦେଇପାରିନଥିଲେ ।

Leave a Reply