ଧାରା ୩୭୦ କୁ ହଟାଯାଇ ଏହାକୁ କେନ୍ଦ୍ର ଶାସିତ ଅଂଚଳ ଘୋଷିତ କଲା ମୋଦି ସରକାର। ଜମ୍ମୁ କାଶ୍ମୀର ର ପ୍ରସଙ୍ଗ ବର୍ତମାନ ସାରା ବିଶ୍ୱରେ ଚର୍ଚ୍ଚା ହେବାକୁ ଲାଗିଛି ଆମେରିକା ଠୁ ନେଇ ବ୍ରିଟେନ ପର୍ଯ୍ୟନ୍ତ ଏନେଇ ବୟାନ ଆସୁଥିବାର ଜଣା ପଡୁଛି। ଭାରତ ପାକିସ୍ତାନ ମଧ୍ୟରେ ସବୁବେଳେ ତିକ୍ତତା ଲାଗିରହିଥାଏ। ତେବେ କାଶ୍ମୀରରୁ ଧାରା ୩୭୦ ହଟିବା ସହ ଅନେକ ପରିବର୍ତ୍ତନର ଆଭାସ ଦେଖିବାରେ ମିଳିବାକୁ ଲାଗିଲାଣି।

କିନ୍ତୁ ମୁଖ୍ୟ କଥା ଏହା ଯେ ଧାରା ୩୭୦ ହଟିବ ପରେ କାଶ୍ମୀର ରେ ଆପଣ ବସବାସ କରିପାରିବେ ଏବଂ ସେଠାକାର ଝିଅଙ୍କୁ ମଧ୍ୟ ବିବାହ କରିପାରିବେ। ତେଣୁ ଏହି ସ୍ୱାଧିନତା ପରେ କାଶ୍ମୀର ଝିଅଙ୍କୁ ବିବାହ କରିବା ପାଇଁ ଏହି ରାଜ୍ୟ ର ପୁଅମାନେ ଗୁଗଲରେ ସର୍ଚ୍ଚ କରିଥିବାର ସୂତ୍ରରୁ ଜଣା ପଡିଛି। ତେବେ ଆସନ୍ତୁ ଜାଣିବା ଗୁଗଲରେ ଅଧିକ ସର୍ଚ୍ଚ କରାଯାଉଥିବା ରାଜ୍ୟ ।

୧.ପଶ୍ଚିମ ବଙ୍ଗଳା : ଗୁଗଲ ରେ କାଶ୍ମୀର ଝିଅମାନଙ୍କୁ ସର୍ଚ୍ଚ କରିବାରେ ସବୁ ରାଜ୍ୟ ଠାରୁ ଆଗରେ । ଏବଂ ୨. ଝାଡ଼ଖଣ୍ଡ : ଗୁଗଲ ରେ କାଶ୍ମୀର ଝିଅମାନଙ୍କୁ ସର୍ଚ୍ଚ କରିବାରେ ସବୁ ରାଜ୍ୟ ଠାରୁ ଦ୍ୱିତୀୟ ସ୍ଥାନରେ ରହିଛି ଝାଡ଼ଖଣ୍ଡ।

୩.ତେଲେଙ୍ଗାନା ଗୁଗଲ ରେ କାଶ୍ମୀର ଝିଅମାନଙ୍କୁ ସର୍ଚ୍ଚ କରିବାରେ ସବୁ ରାଜ୍ୟ ଠାରୁ ତୃତୀୟ ସ୍ଥାନରେ ଥିବାବେଳେ ନମ୍ବର୪ ରେ କର୍ଣ୍ଣାଟକ : ଗୁଗଲ ରେ କାଶ୍ମୀର ଝିଅମାନଙ୍କୁ ସର୍ଚ୍ଚ କରିବାରେ ଚତୃର୍ଥରେ ରହିଛି ।