ନିଜ ସମ୍ପର୍କୀୟ ଙ୍କ ସହ ମିଶିବାକୁ କହି ଘରୁ ପଳେଇଯାଉଥିଲା ସ୍ତ୍ରୀ, ପିଛା କରି ସ୍ୱାମୀ ଯାହା ଦେଖିଲା…!!!

ଜଣେ ମହିଳା ନିଜ ସ୍ୱାମୀଙ୍କୁ ଧୋକା ଦେଉଥିଲା ଏପରି ଏକ ଘଟଣା ପାଞ୍ଝବ ରେ ଦେଖିବାକୁ ମିଳିଥିଲା । ମହିଳାଟି ନିଜ ସମ୍ପର୍କୀୟ ଘରକୁ ବୁଲିବାକୁ ଯିବ କହି ପଳେଇଯାଉଥିଲା ହୋଟେଲ ନିଜ ପ୍ରେମୀ ଙ୍କ ସହ ମିଶିବାକୁ। ଦିନେ ସ୍ୱାମୀକୁ ସନ୍ଦେହ ଆସିବାରୁ ସେ ପତ୍ନୀଙ୍କ ପିଛା କରିବାରେ ସ୍ଥିର କରିଥିଲେ । ଏବଂ ତାପରେ ଅସଲ କଥା ସାମନା କୁ ଆସିଥିଲା ।

ନ୍ୟୂଜ଼ ଟ୍ରେକ ଲାଇଭ ଖବର ଅନୁଯାଇ ଏହି ଘଟଣା ପଞ୍ଝାବ ର ନଂବା ଅଂଚଳର ଅଟେ । ଏହି ମହିଳା ଜଣ ନିଜ ସ୍ୱାମୀ ଓ ପିଲାମାନଙ୍କ ସହ ଏକ ଭଡା ଘରେ ରହି ଆସୁଥିଲେ । ନିଜ ସ୍ୱାମୀଙ୍କୁ ମିଛ କହି ସେ ସମ୍ପର୍କୀୟ ଘରକୁ ବୁଲିବାକୁ ଯିବ ବୋଲି କହି ପଳେଇଯାଉଥିଲା ଅମୃତସର ନିଜ ପ୍ରେମୀ ଙ୍କ ସହ ମିଶିବାକୁ। ଗୋଟେ ଦିନ ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ପିଛା କରି ସେହି ହୋଟେଲ କୁ ପଳେଇଯାଇଥିଲେ।

ସେଠାରେ ସ୍ୱାମୀ ଖୁବ ଜୋରରେ ଝଗଡା କରିବା ସହ ହୋଟେଲରେ ପାଟି କରି ଚହଳ ପକେଇଦେଇଥିଲା ଖବର ପାଇ ସ୍ତାନିଅ ପୋଲିସ ସେଠାରେ ପହଂଚିଥିଲେ କିନ୍ତୁ ଅସଲ କଥା ହୋଉଛି ଯେ ମହିଳାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ପୋଲିସ କାରଣ ସମ୍ବିଧାନ ର ନିୟମ ଅନୁଯାୟୀ ଧାରା ୪୯୭ ବିବାହପରେ କୌଣସି ମହିଳା ଅନ୍ୟ ପୁରୁଷ ସହ ଯଦି ସମ୍ଭନ୍ଧ ରଖିଥାନ୍ତି ତାହାହେଲେ ତାହା ଅପରାଧ ବୋଲି ଧାରାଯାଏ ନାହିଁ ।

ହେଲେ ଆପଣଙ୍କ ପାଇଁ ଏକ ଛୋଟିଆ ପ୍ରଶ୍ନ ଏମିତି କରିବା ଦ୍ଵାରା ସମାଜରେ କଣ କୁ ପ୍ରଭାବ ପଡିଥାଏ କି । ଏବଂ ସମ୍ଭିଧାନର ନିୟମ ଅନୁଯାଇ ସ୍ୱାମୀଙ୍କର ଏପରି ଘଟଣାରେ କଣ କର୍ତବ୍ୟ ରହିବା ଆବଶ୍ୟକ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ

One Comment on “ନିଜ ସମ୍ପର୍କୀୟ ଙ୍କ ସହ ମିଶିବାକୁ କହି ଘରୁ ପଳେଇଯାଉଥିଲା ସ୍ତ୍ରୀ, ପିଛା କରି ସ୍ୱାମୀ ଯାହା ଦେଖିଲା…!!!”

  1. ଯଦି ସ୍ତ୍ରୀ ପର ପୁରୁଷ ସହ ସମ୍ପର୍କ ରଖିପାରିବ ।as per law.ତାହାଲେ ସ୍ବାମୀ କାହିଁକି ନୁହେଁ ।

Leave a Reply