ଯୁକ୍ତ୨ ର ଏହି ଝିଅ ଦିନକ ପାଇଁ ହେଲେ କମିଶନର,କଣ ଥିଲା ତାଙ୍କର ପ୍ରଥମ ଆଦେଶ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !!

ଆପଣା ଜାଣିଥିବେ ବଲିଉଡ ଜଗତର ଅଭିନେତା ଅନିଲ କାପୁର ଙ୍କ ଫିଲ୍ମ ” ନାୟକ “। ଏହି ଫିଲ୍ମରେ ଯେମିତି ଅଭିନେତା ଅନିଲ କାପୁର CM ର ଇଣ୍ଟରଭିୟୁ ନେବା ପରେ ଦିନଟିଏ ପାଇଁ ହିଁ ସିଏମ ହୋଇ ପାରିଥିଲେ। ସେଭଳି ଏକ ଘଟଣା ବାସ୍ତବ ଦୁନିଆରେ ଦେଖିବାକୁ ମିଳିଥିଲା କିନ୍ତୁ ଏହି ଘଟଣାରେ ଟ୍ଵିଷ୍ଟ ଟିକେ ଅଲଗା ।

ଏହି ଘଟଣାରେ ଏକ ଝିଅ ଗୋଟିଏ ଦିନ ପାଇଁ DCP ହୋଇଥିଲେ। ଏହି ଅଧିକାର କଲିକତା ପୋଲିସ ବିଭାଗ ନିଜେ ଦାଇତ୍ୱ ପ୍ରଦାନ କରିଥିଲା । ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଉଥିବେ ଯେ ଏକ ୧୨ ବର୍ଷ ର ଝିକୁ ଏଭଳି ଏକ ବଡ ପୋଷ୍ଟ କାହିଁକି ଓ କେମିତି ଦିଆଯାଇଥିଲା । କିନ୍ତୁ ଅସଲ କଥା ହୋଉଛି ନିକଟରେ ଯୁକ୍ତ ଦୁଇ ର ISC ( ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ) ବୋର୍ଡ ର ରିଜଲଟ ବାହାରିଥିଲା ।

ଏହି ପରୀକ୍ଷାରେ ଋଚା ସିଂହ ନାମକ ଏହି ଝିଅ ୯୯.୨୮ ରଖି ସମଗ୍ର ଦେଶରେ ଚତୃର୍ଥରେ ଥିବା ବେଳେ ନିଜ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିଲା । ସେହି ଝିଅକୁ ସମ୍ମାନ ଦେବା ପାଇଁ କୋଲକାତା ପୋଲିସ ତାଙ୍କୁ ଗୋଟେ ଦିନ ଡିସିପି ର ଦାଇତ୍ୱ ଦେବା ସହ ଏହି ସମ୍ମାନ ଦେଇଥିଲେ । କିନ୍ତୁ ସୂତ୍ରରୁ ଜଣାପଡିଛି ଯେ ସେ ଝିଅର ବାପା ରାଜେଶ ସିଂହ ଗାରିଆହାଟ ଥାନାରେ ଅଡିସିନଲ ଅଫିସର ଇନଚାର୍ଜ ଭାବରେ କାର୍ଯ୍ୟରତ ଅଛନ୍ତି ।

ସମ୍ମାନ ଦେବା ସମୟରେ ଋଚା ସିଂହ କୁ ପଚରାଯାଇଥିଲା ଯେ ଆପଣଙ୍କୁ ଏତେ ବଡ ଦାଇତ୍ୱ ଦିଆଯାଇଛି ଏ ସମୟରେ ବାପା ଅଡିସିନଲ ଅଫିସର ଇନଚାର୍ଜ ଙ୍କୁ କଣ ଆଦେଶ ଦେବେ ବୋଲି ଜବାବରେ ରୂଛା କହିଥିଲେ ଯେ ମୁ ମୋ ବାପା ଅଡିସିନଲ ଅଫିସର ଇନଚାର୍ଜ କୁ ଶୀଘ୍ର ଘରକୁ ଯିବା ପାଇଁ ଆଦେଶ ଦେବୀ।

କାହିଁକି ନା ଅଡିସିନଲ ଅଫିସର ଇନଚାର୍ଜ ରାଜେଶ ସିଂହ କାମରେ ଏତେ ବ୍ୟସ୍ତ ରହି ସର୍ବଦା ଘରକୁ ଡେରିରେ ଯାଆନ୍ତି। ଏହା ଶୁଣି ପିତା ଙ୍କ ଆଖି ନମୀ ପଡିଗଲା ଏବଂ ସେହି ଦିନଠୁ ସେ ଗହ୍ୱରକୁ ଶୀଘ୍ର ଯିବା ଆରମ୍ଭ କଲେ ଏବଂ ଘର ଲୋକଙ୍କ ସହ ଅଧିକ ସମୟ ବିତାଇଲେ ।

Leave a Reply