ଅଜବ ଘଟଣା, ଏଠାରେ ବର କନ୍ୟା ଲଙ୍ଗଳା ହୋଇ ବିବାହ କଲେ, ଦେଖନ୍ତୁ ଅଜବ ବିବାହ ର ଗଜବ ଦୃଶ୍ୟ

ବିବାହ ଏମିତି ଏକ ବନ୍ଧନ ଯାହା ଦୁଇଟି ହୃଦୟ ଓ ଦୁଇଟି ସାଥୀଙ୍କୁ ଯୋଡିଥାଏ। ବିବାହ ତ ବିବାହ ଅଟେ,ପୁଣି ସେଥିରେ ଅଲଗା କଣ ଥାଏ। ହଁ, ବିବାହ କେବଳ ଏକ ସାଧାରଣ ବିବାହ ନୁହେଁ। ଏପରି କିଛି ବିବାହ ଅଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ବିବାହ ରେ ବର ଏବଂ କନ୍ୟା କୌଣସି ଜିନିଷ ପ୍ରତି ଅଧିକ ଚିନ୍ତା ରେ ଥାଆନ୍ତି ତାହାଲେ ସେ ହଉଚି ବିବାହ ର ପୋଷାକ। କାରଣ ବାହାଘର ସବୁଠାରୁ ତାଙ୍କ ଜୀବନରେ ଖାସ ହୋଇଥାଏ। ସେଥିପାଇଁ ବାହାଘର ବେଳେ ସୁନ୍ଦର ଦେଖାଯିବା ପାଇଁ ସେମାନେ ସବୁ ପ୍ରୟାସ କରିଥାନ୍ତି।

ମାତ୍ର ଏହି ଦୁନିଆ ରେ ଏମିତି ଏକ ବିବାହ ମଧ୍ୟ ହୋଇଛି ଯେଉଁଠାରେ ବର କନ୍ୟା ନଗ୍ନ ଭେଷ ରେ ରହି ବିବାହ କରିଛନ୍ତି। ଏହି କଥା କୁ ବିଶ୍ୱାସ କରିବା ବହୁତ କଷ୍ଟ ମାତ୍ର ଏହା ସମ୍ପୂର୍ଣ ରୂପ ରେ ସତ୍ୟ ଅଟେ। ବର ଏବଂ କନ୍ୟା ର ଏମିତି ଭାବନା ଦେଖି କିଏ ବି ଆଶ୍ଚର୍ଯ୍ୟ ହୁଏ।

ବର ଏବଂ କନ୍ୟା ବିନା କପଡା ରେ ବିବାହ କଲେ ସତ ମାତ୍ର ତାଙ୍କୁ ଦେଖି କିଏ ବି କହିବ ନାହିଁ କି ସେମାନେ ବିବାହ ନଗ୍ନ ରୂପରେ କଲେ, କାରଣ ସେମାନେ ନିଜ ଶରୀର ରେ ସୁନ୍ଦର ଭବରେ ପେଣ୍ଟିଙ୍ଗ କରିଥିଲେ।

Leave a Reply