ଯଦି ଆପଣ କୋଟିପତି ହେବାକୁ ଚାହୁଁଛନ୍ତି ତେବେ ଏହି ପାଞ୍ଚଟି କାମ ନିଶ୍ଚୟ କରନ୍ତୁ।

ସମସ୍ତେ ଚାହାନ୍ତି କମ ପରିଶ୍ରମ କରି ଅଧିକ ଧନ ଉପାର୍ଜନ କରିବାକୁ , କିନ୍ତୁ ଏହା କଣ ସମ୍ବବ । ହଁ ବନ୍ଧୁ ଏହା ସମ୍ଭବ, ହେଲେ ଏଥି ନିମନ୍ତେ ଆପଣଙ୍କୁ କିଛି କଥା ଓ ନିୟମ କୁ ଧ୍ୟାନ ଦେବକୁ ହେବ । ଏଥି ସହିତ କିଛି ନିୟମ ମାନି କାମ କରିବାକୁ ହେବ । ତା ପରେ ଯାଇଁ ଆପଣ ଅଳ୍କ ପରିଶ୍ରମ କରି ଅଧିକରୁ ଅଧିକ ଧନ ଉପାର୍ଜନ କରି ପାରିବେ । ଜଦି ଆପଣ ବି ଏହି ସବୁ ନିୟମ ପାଳନ କରନ୍ତି କିଏ ଜାଣେ ଭାରତ ଆଗାମୀ ଅମ୍ବାନୀ ଆପଣ ହୋଇପାରନ୍ତି । ତେବେ ଚାଲନ୍ତୁ ଜାଣିବା ସେ ନିୟମ ସବୁ କଣ ।

ସବୁବେଳେ ମନ ସ୍ତିର ରଖି କାମ କରନ୍ତୁ : କୁହାଯାଏ କି ସଫଳ ହେବା ପାଇଁ ପଇସାର ଦେଣ ଲେଣ କରିବାରେ ଭଲ ଜ୍ଞାନ ରହିବା ନିତାନ୍ତ ଜରୁରୀ , ଏଥିପାଇଁ ଆପଣ ଯେ କୌଣସି ବ୍ୟବସାୟ ଆରମ୍ଭ କରିବା ପୁର୍ବରୁ ବିର୍ତ୍ତ ମାମଲାରେ ଟିକେ ସଜାଗ ରହିବାକୁ ହେବ , ଟଙ୍କାରୁ ଟଙ୍କା କମା ଯାଇଥାଏ , ଏହି କଥାକୁ ସବୁବେଳେ ଧ୍ୟାନ ଦିଅନ୍ତୁ କି ପଇସା କମେଇ ସାରିଲା ପରେ ଠିକ୍ ଜାଗାରେ ନିବେଶ କରନ୍ତୁ ଏହା ବହୁତ ଜରୁରୀ ଅଟେ , ନହେଲେ ଆପଣ ପ୍ରଥମରୁ ଯେପରି ଥିଲେ ସେହିପରି ସ୍ଥାନକୁ ଚାଲିଆସିବେ ।

ସମୟ ସମୟରେ ବୁଦ୍ଧିର ଉପଯୋଗ କରନ୍ତୁ : ସବୁ ମଣିଷ ନିଜକୁ ଅଧିକା ବୁଦ୍ଧିମାନ ବୋଲି ଭାବିଥାଏ , ଏଥିପାଇଁ ସେ ବହୁ ଥର ଭୁଲ୍ କରି ବସିଥାଏ , ଓ ମଉକା ହରାଇ ଦେଇଥାଏ , ଏଥିପାଇଁ ଯଦି ଆପଣ ଚାଲାକ କିମ୍ବା ବୁଦ୍ଧିମାନ ହୋଇଥିବେ ଓ ତାହାର ନିବେଶ ଠିକ୍ ଭାବରେ କରିପାରୁଥିବେ ,ତେବେ ନିଜର ବୁଦ୍ଧିମତାର ପ୍ରଚାର କରିପାରିବେ।

ନିଜ ସିଦ୍ଧାନ୍ତରେ ଅଟଳ ରହିବା ଉଚିତ : ବହୁତ ଥର କମ୍ ସମୟରେ ଅଧିକା ପଇସା କମେଇବାପାଇଁ ନିଜ ସିଦ୍ଧାନ୍ତକୁ ବୁଝାମଣା କରିଦେଇଥାନ୍ତି , କିନ୍ତୁ ଏପରି କରିବା ଭୁଲ୍ ହୋଇଥାଏ , ଦୁନିଆଁରେ ବହୁତ ସଫଳ ଓ ଧନୀ ଲୋକ ନିଜ ପଇସା କମେଇବା ପାଇଁ ନିଜ ସିଦ୍ଧାନ୍ତକୁ ମଜବୁତ କରିଥାନ୍ତି , ଆପେଲ୍ ର ଷ୍ଟିଭ୍ ଜବ୍ସ ନିଜ ସିଦ୍ଧାନ୍ତ କାରଣରୁ ନିଜ ଚାକିରି ଛାଡିବାକୁ ପଡିଥିଲା କିନ୍ତୁ ସେ ହାର୍ ମାନି ନଥିଲେ , ଏହି କଥା ପୁରା ଦୁନିଆଁ ଜାଣି ଅଛି ।

ସୋସିଆଲ ଆକ୍ଟିଭ ହେବା ଜରୁରୀ : ଆଜିର ଦୁନିଆ ଡିଜିଟାଲ ଦୁନିଆ, ସବୁ କିଛି ଡିଜିଟାଲି ସମ୍ଭବ ହୋଇପାରୁଛି , ଆଜିକାଲି ଜମାନା ସୋସିଆଲ୍ ମିଡିଆର ଜମାନା ଅଟେ , ଏଥିରେ ଯିଏ ବି ସାମାଜିକ ହୋଇଥାଏ , ସେ ସେତିକି ଆଗକୁ ଯାଇଥାଏ, ଆପଣ ଏକୁଟିଆ ହୋଇ କେବେ ସଫଳ ହୋଇପାରିବେ ନାହିଁ , ଆପଣଙ୍କ ଯେ କୌଣସି କାମ ସମାଜ ସହ ଯୋଡି ହୋଇଥାଏ, ଆପଣ ଯାହା ବି କରୁଛନ୍ତି ତାହା ଆପଣ ସମାଜ ପାଇଁ କରୁଛନ୍ତି ।

ଏଥିପାଇଁ ସାମାଜିକ ହେବା ଦ୍ୱାରା ଆପଣଙ୍କୁ ବେଶୀ ଫାଇଦା ପହଞ୍ଚାଇଥାଏ, ଉଚିତ ଚରିତ୍ର ହୋଇଥିବା ଆବଶ୍ୟକ : ଭଗବାନ ସେହି ମାନଙ୍କୁ ସାହାଯ୍ୟ କରନ୍ତି, ଯେଉଁମାନେ ଚରିତ୍ର ବାନ ହୋଇଥାନ୍ତି , ପୁରୁଣା ସମୟରେ ଏକ ଲୋକକଥା ଥିଲା କି ମଣିଷ ସଫଳତାର ରାଜ ତାର ଚରିତ୍ରରେ ଲୁଚି କରିଥାଏ , ଯିଏ ଅଧିକା ଚରିତ୍ରବାନ ହୋଇଥାଏ , ସେ ଅଧିକା ଧନବାନ ହୋଇଥାଏ, ମଣିଷ ପଇସା କମେଇବା ଚକ୍କରରେ ନିଜ ଚରିତ୍ରକୁ ବୁଝାମଣା କରିବା ଉଚିତ୍ ନୁହେଁ , ଯଦି ଆପଣ ଚରିତ୍ର ମଜବୁତ ରଖୁଛନ୍ତି , ତେବେ ଆପଣଙ୍କ ପାଖକୁ ପଇସା ଆସିବାରେ ଡେରି ହୋଇନଥାଏ।

Leave a Reply