ଅଭିନେତା ଟାଇଗର ଶ୍ରଫ ହିନ୍ଦୀ ସିନେମା ଜଗତର ସବୁଠୁ ଫିଟ ଓ ହାଣ୍ଡସମ ଅଭିନେତା ମାନୁଛନ୍ତି, ଟାଇଗର ଶ୍ରଫ ଫିଟନେସ ଫ୍ରୀକ ଅଟନ୍ତି, ସେ ତାଙ୍କ ଶରୀର ପ୍ରତି ସଜାଗ ରୁହନ୍ତି, ନିଜର ଭଲ ବଡି ପାଇଁ ଟାଇଗର ଶ୍ରଫ ଜିମରେ ଘଂଟାଏ ଝାଳ ବୁହାନ୍ତି, ତା ସାଙ୍ଗକୁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତି ।

ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ନା ଶ୍ରଫଭି ନିଜ ଭାଇ ପରିକା ଫିଟନେସ ଫ୍ରୀକ ଅଟନ୍ତି, କୃଷ୍ନା ଶ୍ରଫ ପ୍ରାୟ ସମୟ ଏକ୍ସରସାଇଜ କଲାବେଳେ ନିଜର ଫୋଟୋ ସୋସିଆଲ ମେଡିଆରେ ସେୟାର କରନ୍ତି, କିଛି ସମୟ ପୂର୍ବରୁ କୃଷ୍ନା ଶ୍ରଫ ନିଜର କିଛି ରୋମାଣ୍ଟିକ ଫୋଟୋ ନିଜର ଇନ୍ସଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସେୟାର କଲେ ଯାହା ଲୋକମାନେ ବହୁତ ପସନ୍ଦ କଲେ ।

ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ନା ଶ୍ରଫ ବହୁତ ସୁନ୍ଦର ଅଟନ୍ତି କିନ୍ତୁ ସେ ବଲିବୁଡ଼ ଫିଲ୍ମରେ ଡେବ୍ୟୁ କରିବେ ନା ନାହିଁ ଏ କଥା ଏପର୍ଯ୍ୟନ୍ତ ଜଣାପଡି ନାହିଁ, କିନ୍ତୁ ଟାଇଗର ଶ୍ରଫଙ୍କ ଭଉଣୀର ସୁନ୍ଦରତା ଓ ତାଙ୍କର ଗ୍ଲେମରସ ଷ୍ଟାଇଲ ଦେଖିକି ଲାଗୁଛି ସେ ବଲିବୁଡ଼ରେ ନିଶ୍ଚୟ ଆସିବେ କିନ୍ତୁ ବର୍ତମାନ ଏ ବିଷୟରେ କିଛି କୁହାଯାଇ ପାରିବ ନାହିଁ ।