ବନ୍ଧୁଗଣ ଆଜିର ଦୁନିଆରେ ଶଚୋଟ ପ୍ରେମ ମିଳିବା ଅସମ୍ଭବ ହୋଇପଡିଛି । ଆଜି ଆପଣ ମାନକୁ କହିବାକୁ ଯାଉଛୁ ବ୍ରିଟେନ ରେ ରହୁଥିବା ଗୋଟିଏ ୧୭ ବର୍ଷର ଝିଅ ର କାହାଣୀ ଟିଏ । ୧୭ ବର୍ଷ ହୋଇଥିଲେ ମଧ୍ୟ ଲଟେରୀ ଜିତିକରି କୋରଡ଼ ପତି ହୋଇଗଲା । କିନ୍ତୁ ସେ ଝିଅ କୁ ପ୍ରେମ ବଦଳରେ କେବଳ ଧୋକା ହିଁ ମିଳିଲା । ଏଥିପାଇଁ ସେହି ଝିଅ ଟି ଏମିତି ଏକ ସମାଧାନ ବାହାର କଲା କି ଆପଣ ଜାଣିଲେ ଆଶ୍ଚଯ୍ୟ ହୋଇଯିବେ ।
ଏଇ ଝିଅ ଟିର ନାମ ହେଲା ଜନ ପାର୍କ ଯାହା ପାଖରେ ବହୁତ ପଇସା ଅଛି ଆଜିକା ଦିନରେ । ଜାହା ଦ୍ୱାରା ସେ ଜୀବନ ସାରା ବିଳାସ ବ୍ୟସନରେ ରହିପାରିବ । ଏଥିପାଇଁ ସେହି ଝିଅ ଟି ଏମିତି ଏକ ସମାଧାନ ବାହାର କଲା କି ଆପଣ ଜାଣିଲେ ଆଶ୍ଚଯ୍ୟ ହୋଇଗଲେ ।
ସେ ଗୋଟିଏ ୱେବ୍ସାଇଟ ଓପେନ କଲେ ଓ ସେହି ୱେବ୍ସାଇଟ ରେ ଏମିତି ପୋଷ୍ଟ କରି କହିଲେ ଯେ ଏମିତି ପ୍ରେମିକ ଦରକାର ଯିଏକି ମୋରୋ ସବୁକଥା ବୁଝିବ । କିନ୍ତୁ ଏହି ଶର୍ତ ପାଳନ କରିବାକୁ ହେବ ।
ଏଥିପାଈଁ କୌଣସି ବି ବ୍ୟକ୍ତି ଆବେଦନ କରିପାରିବେ। ଆବେଦନ କରିସାରିବା ପରେ ଯେଉଁ ବ୍ୟକ୍ତି କୁ ସେ ପସନ୍ଦ କରିବେ, ତାକୁ ସେ 1 ବର୍ଷ ପାଈଁ 60 ଲକ୍ଷ ଟଙ୍କା ଦେବେ। କିନ୍ତୁ ସେହି ବ୍ୟକ୍ତି କେବଳ ଧ୍ୟାନ ଟଙ୍କା ଉପରେ ନୁହେଁ, ନିଜର ପ୍ରେମିକା କୁ ଖୁସିରେ ରଖିବା।