ଆୟକର ବିଭାଗ CM କମଲନାଥ ଙ୍କ ସହଯୋଗୀ ମାନଙ୍କ ଉପରେ ଇନ୍ଦୋର, ଭୋପାଲ, ଦିଲ୍ଲୀ, ଗୋଆ ସହିତ ଦେଶ ର ୫୦ ଟି ସ୍ଥାନ ରେ ରେଡ଼ ପଡିଛି । ଏହି ରେଡ଼ ରେ ପ୍ରାୟ ୫୦୦ ଆୟକର ଅଫିସର ସାମିଲ ଥିଲେ ।
ମଧ୍ୟପ୍ରଦେଶରେ କମଲନାଥଙ୍କ ଓଏସଡିଙ୍କ ସମେତ ୨ ଜଣ ଘନିଷ୍ଠ ସହଯୋଗୀଙ୍କ ଘର ସହିତ ଦେଶର ପ୍ରାୟ ୫୦ଟି ସ୍ଥାନରେ ରେଡ୍ ମାରଛି ଆୟକର ବିଭାଗ । ୨ ଜଣ ସହଯୋଗୀ ହେଉଛନ୍ତି ପ୍ରବୀଣ କକ୍କର ଓ ଆରକେ ମିଗଲାନି ।
ଲୋକସଭା ନିର୍ବାଚନ ଆଗରୁ ଏହି ରେଡରେ ୫୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଣ୍ଠି ପରିଚାଳନାକୁ ପ୍ରତିହତ କରିବାକୁ ଏପରି କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ସିଆରପିଏଫ୍ ଜବାନଙ୍କ ସହାୟତାରେ ରାତି ପ୍ରାୟ ୩ଟା ବେଳେ ଆୟକର ବିଭାଗ ଏହି ରେଡ୍ ମାରିଥିଲା ।
ରେଡ଼ ପଡ଼ିବାର ମୁଖ୍ୟ କାରଣ :
ଜବଲପୁର ରେ ଆଉ ଦିଲ୍ଲୀ ରେ ଗୋଟେ ଉଦ୍ୟୋଗପତି ଘରେ ପଡିଥିଲା ରେଡ଼, ତାପରେ ଆୟକର ବିଭାଗକୁ ହେଲା ସନ୍ଦେହ । ସବୁ ଅଧିକାରୀ ଲାଗିଗଲେ ପୁଣି ରେଡ଼ ପାଇଁ, ଭୋପାଳ ରେ ଅଶ୍ୱିନ ଶର୍ମା ଆଉ ଇନ୍ଦୋର ରେ ଲଳିତ ଛଜଲାନି ଯାଇ ପହଁଚିଲେ ତାପରେ ପ୍ରବୀଣ କକକଡ଼ ଙ୍କ ନାମ ଆସିଲା । ବର୍ତମାନ ତଦନ୍ତ ଚାଲିଛି ।