ଧାରା ୩୭୦ ଅନୁସାରେ ଅଭିନେତ୍ରୀ ପାୟଲ ରୋହତଗୀ ଏକ ବିବାଦିରେ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି ଯେ “ଯଦି କାଶ୍ମୀର ରେ ୩୭୦ ଧାରା ହଟାଇ ନ ଦିଆ ଯାଇପାରେ ତାହାହେଲେ ସେଠାରୁ ମୁସଲମାନ ଲୋକ ମାନକୁ ବାହାର କରିଦିଅ “। ଏପରିକି ବହୁତ କାଶ୍ମୀର ଲୋକ ଅନ୍ୟ ସହରରେ ରହି ଆସିଲେଣି । ଏହା ସହ ସେ କହିଛନ୍ତି ଯେ “କାଶ୍ମୀର ରେ ବହୁ ପଣ୍ଡିତ ମାନକୁ ବାହାର କରି ଦିଆଯାଇଥିଲା ,ଏବେ ବର୍ତମାନ ମୁସଲମାନ ମାନଙ୍କୁ ମଧ୍ୟ ବାହାର କରି ଦିଆ ଯାଉ “।
ପୁଲବାମା ହମଲା ହେବ ପରେ ଧାରା ୩୭୦ ହଟାଇବା ପାଇଁ ଅଭଯୋଗ କରୁଥିଲେ ।ଏବଂ ମେହେବୁବ ମୁପତି କହିଥିଲେ ଯେ” ଯଦି ଧାରା ୩୭୦ ହଟାଯାଏ ତାହାହେଲେ ଆମକୁ ପୁ ଥରେ ଚିନ୍ତା କରିବାକୁ ପଡିବ ଯେ କାଶ୍ମୀର ଭାରତ ର ଅଂଶ ନା ନାହିଁ “।
ଏହା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଠଲୀ ଏକ ପୋଷ୍ଟ କରିଥିଲେ ଯେ “ଜାମୁ କାଶ୍ମୀର ରେ ଭାରତୀୟ ମାନେ ସମ୍ପତି କିଣିବାରେ ରୋକ ଲଗାଇବା ସାମ୍ବିଧାନିକ ଅନୁସାରେ ଡ଼ରୁବଲ ଏବଂ ଭେଦଭାବ ଅଟେ ବୋଲି କହିଥିଲେ”।
ଏବଂ କହିଥିଲେ ଯେ କେତେ ଲୋକ କାଶ୍ମୀର ସମସ୍ୟା ର ଫାଇଦା ଉଠାଉଛନ୍ତି ।ଏବଂ ଲୋକ ମାନଙ୍କୁ ଆର୍ଥିକ ସହଯୋଗ ଠିକ ଭାବରେ ମିଳୁପାରିନାହିଁ ।ଏବଂ ପ୍ରଧାନ ମନ୍ତ୍ରୀ ମୋଦି ୧୧ ଏପ୍ରିଲ ରେ ହେବାକୁଥିବା ନିର୍ବାଚନରେ “ରାଷ୍ଟ୍ରୀୟ ସୁରକ୍ଷା ଏବଂ କାଶ୍ମୀର ସମସ୍ୟା ନେଇ ନିର୍ବାଚନ ଲଢ଼ିବେ “। ଏହାକୁ ଜବାବ ଦେଇ ମେହେବୁବା କହିଥିଲେ ଯେ “ଯଦି ୩୭୦ ଧାରା ହଟାଇବା ଏତେ ସହଜ ନାହିଁ । ଯଦି ହଟିଯାଏ ତାହାହେଲେ ଜମ୍ମୁକାଶ୍ମୀର ଠାରୁ ଆପଣଙ୍କ ସମ୍ଭନ୍ଧ ତୁଟି ଯିବା ।