ଆମେରିକାରେ ଏହି ବର୍ଷ ଏକ ନାବାଳକ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଥିବାରୁ ସେହି ଶିକ୍ଷୟତ୍ରୀ ଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ର ସଜା ଶୁଣାଇଛି କୋର୍ଟ। ଏହି ଘଟଣା ହ୍ୟୁଷ୍ଟନ ର ଏକ ମାଧ୍ୟମିକ ସ୍କୁଲ ର ଅଟେ ।
ଏଠାକାର ଇଂଲିଶ ଶିକ୍ଷୟିତ୍ରୀ ୨୪ ବୟସର ଇଲେକଜେନ୍ଦ୍ରା ବେରା ଙ୍କୁ ୧୩ ବର୍ଷ ର ଏକ ଛାତ୍ର ସହ ପ୍ରେମ ହୋଇଯାଇଥିଲା । କିନ୍ତୁ ଏହା ପରେ ସେତେବେଳେ ଗଣ ମାଧ୍ୟମକୁ ଆସିଲା ଯେତେବେଳେ ସେ ଗର୍ଭବତୀ ହୋଇଯାଇଥିଲେ ।
ଏହି ଘଟଣା ଘଟିଲା ପରେ ସେହି ଶିକ୍ଷୟତ୍ରୀ ଙ୍କୁ ପୋଲି ଆରେଷ୍ଟ କରିଥିଲା। କିନ୍ତୁ ପରେ ସେ ବେଲ ଯୋଗେ ମୁକୁଳି ଯାଇଥିଲେ । ପୋଲିସ ରିପୋର୍ଟ ଅନୁଯାଇ ସେହି ଶିକ୍ଷୟିତ୍ରୀ ଙ୍କ ବୟାନରେ କହିଥିଲେ ଯେ ସେ ୫ ମାସ ଧରି ସେହି ଛାତ୍ର ସହ ସମ୍ପର୍କ ରେ ଥିଲେ । ସେ ଦୁହେଁ ଲଙ୍ଗ ଡ୍ରାଇଭିଂ ରେ ଯାଉଥିଲେ ଏବଂ ସେମାନେ ଅଧିକାଂଶ ସମୟ ଏକାଠି ରହୁଥିଲେ ମଧ୍ୟ ।
ଛାତ୍ର ଜଣ କା ବି ଶିକ୍ଷୟତ୍ରୀ ଙ୍କ ଘରକ ଯିବା ଆସିବା କରୁଥିଲା ଏବଂ ଦୁହେଁ ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ । ଏହି ଶିକ୍ଷୟିତ୍ରୀ ନିଜ ପଡୋଶୀ ଙ୍କ ଆଗରେ ଏହି ଛାତ୍ର କୁ ଭାଇ ବୋଲି ଡାକୁଥିଲେ ।ଆମେରିକା ରେ ନାବାଳକ ବା ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଲେ ଗମ୍ଭୀର ଆରୋପି ମନାଯାଏ । ଏହି ପ୍ରସଙ୍ଗରେ ୧୦ ରୁ ୧୫ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ ।