ଦୁନିଆର ସବୁଠୁ ହଟ ଫିଗର ଥିବା ହଲିଉଡ଼ ଅଭିନେତ୍ରୀ, ଯେଉଁମାନଙ୍କ ଚର୍ଚା ପୁରା ଦୁନିଆ ରେ ହଉଚି । ଏହି ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ସହ ଆକର୍ଷକ ଫିଗର ପାଇଁ ବହୁତ ପ୍ରସିଦ୍ଧ ଅଛନ୍ତି । ଆଜି ଆମେ ଆପଣମାନଙ୍କୁ ଏମିତି ହିଁ କିଛି ଅଭିନେତ୍ରୀ ଙ୍କ ଫୋଟୋ ଦେଖେଇବାକୁ ଯାଉଛୁ ।

ଏହି ମୋଡେଲ ନିଜର ସୁନ୍ଦରତା ପାଇଁ ଆମେରିକା ରେ ପ୍ରସିଦ୍ଧ । ଯାହାର ନାମ ଇରିଆଲ ବିନ୍ତର, ସେ ଆମେରିକା ରେ ରହୁଛନ୍ତି ।

ସେ ୨୮ ଜାନୁଆରୀ ୧୯୯୮ ରେ ଜାମିନ ଗ୍ରହଣ କରିଥିଲେ । ଆଜି ସେ ୨୧ ବର୍ଷ ର ହୋଇଗଲେଣି । ନିଜର ଆକର୍ଷକ ଫିଗର ପପାଇଁ ସୋସିଆଲ ମିଡ଼ିଆ ରେ ଭାଇରଲ ହଉଚି ଫୋଟୋ ।

ଇରିଆଲ ବିନ୍ତ୍ର ହଲିଉଡ଼ ସିନେମା ରେ ବି କାମ କରି ସାରିଛନ୍ତି, ତାଙ୍କୁ ପିଲାବେଳୁ ହିଁ ଅଭିନୟ ର ଇଛା ଥିଲା, ସେଥିପାଇଁ ସେ ତାଙ୍କ କେରିଅର ରେ ସେ ଅଭିନୟ କୁ ବାଛିଲେ ।