IPL ରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ୩ ଜଣ ବେଟ୍ସମ୍ୟାନ ଙ୍କ ମଧ୍ୟରେ କୋହଲି ଙ୍କୁ ପଛରେ ପକାଇଛନ୍ତି ଏହି ଖେଳାଳି।

ଆଇପିଏଲ ର ପ୍ରଥମ ସଂସ୍କରଣ ୨୦୦୮ ମସିହାରେ ହୋଇଥିଲା।ଏବେ ଠାରୁ ଏବେ ପର୍ଯ୍ୟନ୍ତ ୧୧ ଟି ସଂସ୍କରଣ ହୋଇସାରିଲାଣି । ଏଥିମଧ୍ୟରେ ବହୁତ ରେକଡ଼ ଭି ହୋଇସାରିଲାଣି । କିନ୍ତୁ ଆଜି ଯାଏ ସବୁଠାରୁ ଅଧିକ ରନ କରିଥିବା ଭାରତୀୟ ବେଟ୍ସମ୍ୟାନ ହିଁ ସାମିଲ ଅଛନ୍ତି। ଆସନ୍ତୁ ଜାଣିବା ସେ ୩ ଜଣ ଅଧିକ ରନ ସଂଗ୍ରହ କରିଥିବା ବେଟ୍ସମ୍ୟାନ ଙ୍କ ବିଏସଆର ।

ସୁରେଶ ରାଇନା :

ଆଇପିଏଲ ରେ ସବୁଠାରୁ ଅଧିକ ରନ କରିଥିବା ସୌଭାଗ ସୁରେଶ ରାଇନା ହିଁ ଅର୍ଜନ କରିଛନ୍ତି ।ସେ ୧୭୬ ମ୍ୟାଚ ରେ ୧୭୨ ଟି ଇନିଂସ ଖେଳି ୫୦୦୦ ରନ ସଂଗ୍ରହ କରିବାରେ ମାତ୍ର ୧୫ ରନ ହିଁ ଆବଶ୍ୟକତା ରହିଛି ।

ବିରାଟ ଖୋଲି :

ଏହି ଲିଷ୍ଟ ରେ ବିରାଟ ଖୋଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବିରାଟ କୋହଲି ମଧ୍ୟ ୧୬୩ ମ୍ୟାଚ ରୁ ୧୫୫ ଇନିଂସ ରୁ ୫୦୦୦ ରନ ପାଇଁ ମାତ୍ର ୫୨ ରନ ର ହିଁ ଆବଶ୍ୟକ ରହିଛି । ଆସ କରାଯାଉଛି ଏହି ଆଇପିଏଲ ରେ କୋହଲି ସୁରେଶ ରାଇନା ଙ୍କୁ ପଛରେ ପକାଇଦେବେ ।

ରୋହିତ ଶର୍ମା :


ରୋହିତ ଶର୍ମା ମଧ୍ୟ ଆଇପିଏଲ ରେ ରନ ସଂଗ୍ରହ କରିବାରେ ପଛରେ ନାହାନ୍ତି । ସେ ମଧ୍ୟ ୧୭୩ ମ୍ୟାଚ ରୁ ୧୬୮ ଟି ଇନିଂସ ଖେଳି ୪୪୯୩ ରନ ସଂଗ୍ରହ କରିସାରିଛନ୍ତି । ଏହି ତିନି ଜଣ ଖେଳାଳି ଙ୍କ ମଧ୍ୟରୁ କେବଳ ବିରାଟ କୋହଲି ଙ୍କ ଟିମ ହିଁ ଏବେ ପର୍ଯ୍ୟନ୍ତ କୌଣସି ଆଇପିଏଲ ଟ୍ରଫି ଜିତିପାରିନାହିଁ ।

Leave a Reply