ଏହି ବର୍ଷ କଂଗ୍ରେସ ର ପ୍ରଥମ ପର୍ଯ୍ୟାୟ ର ପାର୍ଥି ତାଲିକା ଚର୍ଚା ରେ ରହିଛି, ଏହି ଆନୁମାନିକ ତାଲିକା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଯୋଗ୍ୟ । ୨୦୧୯ ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ ଟି ଲୋକସଭା ଓ ଏଥିସହ ୨୮ ଟି ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସର ଆନୁମାନିକ ପ୍ରାର୍ଥୀ ତାଲିକା ହସ୍ତଗତ ହୋଇଛି । ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କଂଗ୍ରେସରୁ କାହାକୁ ଟିକେଟ୍ ମିଳିବ ତାହା ଆପାତତଃ ସ୍ଥିର ହୋଇଥିବା ଜଣାପଡ଼ିଛି । ତେବେ ଏହି ତାଲିକାରେ ପରିବର୍ତ୍ତନ ହୋଇପାରେ।
ନବରଙ୍ଗପୁର ଲୋକସଭା କ୍ଷେତ୍ର: ପ୍ରଦୀପ ମାଝୀ (ସାଂସଦ ପ୍ରାର୍ଥୀ), ଉମରକୋଟ- ଯତୀନ୍ଦ୍ର ଗଣ୍ଡ, ଝରିଗାଁ- ଉଲଧର ମାଝୀ, ନବରଙ୍ଗପୁର- ସଦନ ନାୟକ, ଡ଼ାବୁଗାଁ- ଭୁଜବଳ ମାଝୀ, କୋଟପାଡ଼- ଚନ୍ଦ୍ରଶେଖର ମାଝୀ, ମାଲକାନଗିରି- ମାଲା ମାଢ଼ୀ, ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ ।
କଳାହାଣ୍ଡି ଲୋକସଭା କ୍ଷେତ୍ର: ଭକ୍ତ ଦାସ (ସାଂସଦ ପ୍ରାର୍ଥୀ), ନୂଆପଡ଼ା- ଘାଷିରାମ ମାଝୀ, ଖରିଆର -ଅଧିରାଜ ପାଣିଗ୍ରାହୀ, ଲାଞ୍ଜିଗଡ଼- ଶିବାଜୀ ମାଝୀ, ଜୁନାଗଡ଼- ଅନୀଲ ସିଂହଦେଓ, ତୁଲେଶ୍ୱର ନାୟକ, ଧର୍ମଗଡ଼- ଦିଗାମ୍ବର ଧୁରିଆ/ ପୁରସ୍ତମ ଗୁପ୍ତା, ଭବାନୀପାଟଣା- ସାଗର ଦାସ/ ସାମନ୍ତ ଖମାରୀ, ନର୍ଲା- ଚିତ୍ତରଞ୍ଜନ ମଣ୍ଡଳ/ ହିମାଂସୁ ଶେଖର ଦାସ ।
ବ୍ରହ୍ମପୁର ଲୋକସଭା କ୍ଷେତ୍ର: ଭି.ଚନ୍ଦ୍ରଶେଖର ନାଇଡୁ (ସାଂସଦ ପ୍ରାର୍ଥୀ), ଛତ୍ରପୁର- ସିପିଆଇ, ଗୋପାଳପୁର- ଧର୍ମରାଜ ରେଡ୍ଡୀ/ ବିଶ୍ୱଜିତ୍ ଦାଶ, ବ୍ରହ୍ମପୁର- ଲିଙ୍ଗରାଜ ଚୌଧୁରୀ/ ପ୍ରମୋଦ ଜେନା, ଦିଗପହଣ୍ଡି- ପ୍ରଫୁଲ୍ଲ ପଣ୍ଡା/ ସାକା ସୁଜିତ, ଚିକିଟି- ଫାଇନାଲ ହୋଇନି, ମୋହନା- ଦାଶରଥୀ ଗମାଙ୍ଗ, ପାରଳାଖେମୁଣ୍ଡି- କେ,ସୁର୍ଯ୍ୟା ରାଓ/ ତିରୁପତି ପାଣିଗ୍ରାହୀ ।
କୋରାପୁଟ ଲୋକସଭା କ୍ଷେତ୍ର: ସପ୍ତଗିରି ଉଲାକା (ସାଂସଦ ପ୍ରାର୍ଥୀ), ଗୁଣୁପୁର- ପୁରସ୍ତମ ଗମାଙ୍ଗ, ବିଷମକଟକ- ନୀଳ ହିକ୍କକା/ ଏ.କାଡ୍ରାକା, ରାୟଗଡ଼ା- ମକରନ୍ଦ ମୁଦୁଲି/ ଏ.କାଡ୍ରାକା, ଲକ୍ଷ୍ମୀପୁର-, କୈଳାସ କୁଲେଶିକା, ଜୟପୁର- ତାରା ପ୍ରସାଦ ବାହିନୀପତି, କୋରାପୁଟ- ନିମାଇ ସରକାର, ପଟାଙ୍ଗୀ- ରାମ କାଡ଼ାମା ।